ଚାଷୀ ଘରକୁ ପଶିଆସିଲା ଦୁଇମୁଣ୍ଡିଆ ସାପ, ହେଲା ଏମିତି କିଛି, ଯାହାକୁ ଦେଖିଲେ ଆପଣ ବି ଭୟ କରିଯିବେ

ଚୀନର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ ଚକିତ ହୋଇଯିବେ। ଜଣେ ଚାଷୀଙ୍କ ଘରକୁ ପଶିଆସୁଛି ଦୁଇମୁଣ୍ଡିଆ ସାପ, ଯାହାକୁ ଦେଖି ଚୀଷୀ ଜଣକ ଭୟଭୀତ ହୋଇଯାଉଛନ୍ତି। ଏହି ସାପ ଭିଡିଓ ଟୁଇଟରରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଦେଖିବାକୁ ମିଳୁଛି, ଦୁଇମୁଣ୍ଡିଆ ସାପ ଚଟାଣରେ ଚାଲୁଛି ଏବଂ ଲୋକେ ତା’ର ଭିଡିଓ ବନାଉଛନ୍ତି।

ଏକ ଚୀନ ଗଣମାଧ୍ୟମ ଟୁଇଟରରେ ଭିଡିଓଟିକୁ ଶେୟାର କରିଛି। ଚୀନର ହେବେଇ ଶୋଞ୍ଜହୋଉ ସହରରେ ଜଣେ ଚାଷୀଙ୍କ ଘରକୁ ଦୁଇମୁଣ୍ଡିଆ ସାପ ପଶି ଆସୁଥିଲା। କିନ୍ତୁ କିଛି ସମୟ ପରେ ତାହା କେଉଁଆଡ଼େ ଗାଏବ ହୋଇଗଲା। ଲୋକଙ୍କୁ ଏହା ଆଶ୍ଚଯ୍ୟର୍ ଲାଗିଥିଲା ଯେ ସେମାନେ କେବେ ବି ଏମିତି ସାପ ପୂର୍ବରୁ ଦେଖି ନ ଥିଲେ।

ଏହାସହ ପଢ଼ନ୍ତୁ: ଏହି ଡେଲିଭରି ଗାର୍ଲଙ୍କ ଡ୍ରେସିଙ୍ଗ୍ ଷ୍ଟାଇଲ୍ ସୋସିଆଲ ମିଡିଆରେ କରୁଛି ହଇଚଇ, ଲୋକେ ହେଉଛନ୍ତି ଦିଓ୍ଵାନା

୨୩ ଅକ୍ଟୋବରରେ ଏହି ଭିଡିଓକୁ ଟୁଇଟରରେ ଶେୟାର କରାଯାଇଥିଲା। ଏହାକୁ ଏ ପଯ୍ୟର୍ନ୍ତ ୨୧ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ୩୦୦ରୁ ଅଧିକ ଲାଇକ୍ସ ଏବଂ ୧୦୦ରୁ ଅଧିକ ରି-ଟୁଇଟ୍ ମିଳିସାରିଛି। ଏହାସହ ଭିଡିଓକୁ ନେଇ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ଆସୁଛି।

video courtesy: people’s daily

Roshni

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 min ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

12 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

23 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

51 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago