ଏସିଡି ଆକ୍ରମଣ ହେଉଛି ଏକ ନିର୍ମମ ଅପରାଧ , ମିଳିବ ନାହିଁ କୌଣସି ପ୍ରକାରର କ୍ଷମା : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ(କେନ୍ୟୁଜ୍) : ସୁପ୍ରିମକୋର୍ଟ ଏସିଡି ଆକ୍ରମଣକରୁ ଏକ ଅସଭ୍ୟ ଏବଂ ନର୍ମମ ଅପରାଧ କହିବା ସହିତ ଏହି ଅପରାଧ କରିଥିବା ଅପରାଧୀ କୌଣସି ପ୍ରକାରର କ୍ଷମାର ପାତ୍ର ନୁହନ୍ତି ବୋଲି କହିଛନ୍ତି । ଏହା ସହିତ ଅପରାଧି ମାନେ ପୀଡିତା ମହିଳା ମାନଙ୍କୁ ଦେଢ ଲକ୍ଷ ଟଙ୍କା ଅତିରିକ୍ତ କ୍ଷତିପୂରଣ ପାଇଁ ନିର୍ଦ୍ଦେଶ ଦେବା ସହିତ ଏକ ଟିପ୍ପଣି ଦେଇଛନ୍ତି ।

ତେବେ ଦୁଇଜଣ ଯୁବକ ୨୦୦୪ ମସିହାରେ ଜଣେ ୧୯ବର୍ଷିୟ ଝିଅ ଉପରେ ଏସିଡ ଆକ୍ରମଣ କରିଥିବା ନେଇ କୋର୍ଟ ଉଭୟଙ୍କୁ ପାଞ୍ଚବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ । କୋର୍ଟ ମଧ୍ୟ ହିମାଚଳ ପ୍ରଦେଶ ସରକାରଙ୍କୁ ପୀଡିତାଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଜଷ୍ଟିସ୍ ଏଏମ୍ ଖାନବିଲକର ଏବଂ ଅଜୟ ରସ୍ତୋଗିଙ୍କ ଖଣ୍ଡପୀଠରେ କହିଛନ୍ତି କି ବାସ୍ତବରେ ଏହି କଥାକୁ ମନା କରାଯାଇନପାରେ କି ପୀଡିତାଙ୍କୁ ଦୋଷୀମାନଙ୍କ ଦ୍ବାରା ଅସଭ୍ୟ ଏବଂ ନିର୍ମମ ଅପରାଧ କାରଣରୁ ଏମିତି କଷ୍ଟ ସହିବାକୁ ପଡୁଛି ତାହା କହିବା ଅସମ୍ଭବ । ଏହିପରି ଅପରାଧ କୌଣସି ପ୍ରକାରର କ୍ଷମାର ପାତ୍ର ନୁହଁନ୍ତି । ପୀଡିତା ମାନଙ୍କୁ ଏହି ଏସିଡ ଆକ୍ରମଣ ଦ୍ବାରା ଯେଉଁପ୍ରକାରର କଷ୍ଟ ହୋଇଥାଏ, ତା ତୁଳନାରେ ଦୋଷୀଙ୍କୁ ଦିଆଯାଉଥିବା ଦଣ୍ଡ ଏବଂ କ୍ଷତିପୂରଣ କିଛି ନୁହେଁ ।

କୋର୍ଟ ନିଜର ଆଦେଶ ରାଜ୍ୟ ସରକାରଙ୍କ ଆବେଦନ ଉପରେ ଦେଇଛନ୍ତି । ଯେଉଁଥିରେ ହିମାଚଳ ପ୍ରଦେଶ ହାଇକୋର୍ଟ ଙ୍କ ଆଦେଶକୁ ଚୁନୋତି ଦିଆଯାଇଥିଲା । ହାଇକୋର୍ଟ ଦୁଇ ଜଣ ଦୋଷୀଙ୍କୁ ଶୁଣାଯାଇଥିବା ୧୦ ବର୍ଷର କାରାଦଣ୍ଡକୁ କମାଇ ୫ବର୍ଷ କରିଦେଇଥିଲେ । ଏନେଇ ସୁପ୍ରିମକୋର୍ଟଙ୍କୁ ସୂଚିତ କରାଯାଇଥିଲା କି ଦୁଇ ଜଣ ଦୋଷୀଙ୍କ ଦଣ୍ଡ କମାଇଦିଆଯାଇଛି ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସେମାନେ ଜୋରିମାନା ଦେଇଛନ୍ତି । ଦୋଷୀଙ୍କୁ ଗତ ବର୍ଷ ଡିସେମ୍ବର ୯ ତାରିଖରେ ଜେଲରୁ ଛାଡି ଦିଆଯାଇଥିଲା । ଖଣ୍ଡପୀଠ କହିଥିଲେ କି ହାଇକୋର୍ଟଙ୍କ ନିଷ୍ପତିକୁ କୌଣସି ହସ୍ତକ୍ଷପର ଆବଣ୍ୟକତା ନାହିଁ କିନ୍ତୁ ଦୋଷୀଙ୍କୁ ୧.୫ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ପଡିବ ।

Sonalisa

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

10 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

16 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago