ମଙ୍ଗଳ ଏବଂ ଚନ୍ଦ୍ର ପୃଷ୍ଠରେ କରାଯାଇପାରିବ ପାଳଙ୍ଗ,ଟମାଟୋ ଏବଂ ମୂଳା ଚାଷ, ନାସା ପକ୍ଷରୁ ସଫଳ ହେଲା ପରୀକ୍ଷଣ

ନାସା ବୈଜ୍ଞାନିକମାନେ କୃତ୍ରିମ ରୂପରେ ମଙ୍ଗଳ ଗ୍ରହ ଏବଂ ଚନ୍ଦ୍ର ଭଳି ବାତାବରଣ ଏବଂ ମାଟି ପ୍ରସ୍ତୁତ କରି ସେଥିରେ ଫସଲ କରିବାରେ ସଫଳତା ହାସିଲ୍ କରିଛନ୍ତି । ସେମାନଙ୍କର କହିବା କଥା, ଭବିଷ୍ୟତରେ ମଙ୍ଗଳ ଏବଂ ଚନ୍ଦ୍ରମାରେ ମନୁଷ୍ୟର ଅବସ୍ଥିତି ଏବଂ ସେମାନଙ୍କ ଖାଦ୍ୟ ପଦାର୍ଥକୁ ଚାଷ କରାଯାଇପାରିବ ।

ନେଦରଲ୍ୟାଣ୍ଡର ୱାଗେନିଂଗେନ୍ ୟୁନିଭର୍ସିଟିର ଗଭେଷକମାନେ ଏହା କହିଛନ୍ତି କି, ମଙ୍ଗଳ ଏବଂ ଚନ୍ଦ୍ରରେ କରାଯାଇଥିବା ଫସଲରେ ଫଳ ପ୍ରାପ୍ତ କରାଯିବାର ସମ୍ଭାବନା ରହିଛି । ଯାହାଫଲରେ ଫସଲ କରାଯାଇପାରିବ । ସେମାନେ ଟମାଟୋ, ମୂଳା,ପାଳଙ୍ଗ,ମଟର ଛୁଇଁ ଆଦି ଅଲଗା ଅଲଗା ପରିବା ଚାଷ କରାଯାଇପାରିବ ବୋଲି କହିଛନ୍ତି।

ଏହାସହ ପଢନ୍ତୁ:

ମଙ୍ଗଳ ଗ୍ରହରେ ମାନବ ଜାତି ତିଷ୍ଠି ରହିବା ପାଇଁ ଏବେ ବୈଜ୍ଞାନିକଙ୍କ ପାଖରେ ସହଜ ଉପାୟ!

ୱାଗେନିଂଗେନ୍ ୟୁନିଭର୍ସିଟିର ଜଣେ ଗଭେଷକ କହିଛନ୍ତି କି, ଯେବେ ଆମେ କୃତ୍ରିମ ରୂପରେ ପ୍ରସ୍ତୁତ କରାଯାଇଥିବା ମଙ୍ଗଳ ଗ୍ରହର ମାଟିରେ ଫଳିଥିବା ପ୍ରଥମ ଟମାଟୋକୁ ଲାଲ୍ ହେବାରେ ଦେଖିଥିଲୁ ସେତେବେଳେ ଆମେ ଉତ୍ସାହିତ ହୋଇଯାଇଥିଲୁ । ଏହାର ମାନେ ଆମେ ଆଉ ଏକ ସଫଳତା ଆଡକୁ ପାଦ ବଢାଇସାରିଛୁ । ପରୀକ୍ଷାକର୍ତ୍ତା ମାନେ ମଙ୍ଗଳ ଗ୍ରହ ଏବଂ ଚନ୍ଦ୍ର ପ୍ରୁଷ୍ଠର ସାମାନ୍ୟ ମାଟି ମିଶାଇ କ୍ରୁତିମ ରୂପରେ ଏପରି ବାତାବରଣ ବକସିତ କରିଥିଲେ ।

Sonalisa

Recent Posts

ବାଲେଶ୍ବର ସହରରେ ୧୯ ତାରିଖ ମଧ୍ୟରାତ୍ରି ଯାଏ କର୍ଫ୍ୟୁ, ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ବାଲେଶ୍ବର : ବାଲେଶ୍ବର ସହରରେ କର୍ଫ୍ୟୁ ପରେ ୪୮ ଘଣ୍ଟା ପାଇଁ ସୋସିଆଲ ମିଡିଆ ବନ୍ଦ । ଗୋଷ୍ଠୀ ସଂଘର୍ଷ…

5 mins ago

ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କଲେ

ବରଗଡ଼ : ସେପଟେ ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

17 mins ago

ଅଟୋ ଓଲଟି ଡ୍ରାଇଭର ସମେତ ୫ ଆହାତ, ମେଡିକାଲରେ ଭର୍ତ୍ତି

ଆସ୍କା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ସମେତ ୫…

1 hour ago

ଦିଲ୍ଲୀରୁ ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷର ହୀରା ସୁନା ଗହଣା ଚୋରି କରିଥିଲେ ସୋରରୁ ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ସୋର(କେନ୍ୟୁଜ୍‌): ଦିଲ୍ଲୀରେ ଚଳାଇଥିଲେ ଲୁଟ୍‌ର ଆତଙ୍କ । କୋଟି କୋଟି ଟଙ୍କା ଲୁଟି ଦିଲ୍ଲୀରୁ ଛୁ ମାରିଥିଲେ । ସେ…

2 hours ago

ଭିଜିଲାନ୍ସ ହାତରେ ଆରଆଇ, ଲାଞ୍ଚ ନେବା ଅଭିଯୋଗରେ ଗିରଫ

ସମ୍ବଲପୁର: ପୂର୍ବରୁ ଧରାପଡିଥିଲେ, ପୁଣି ଧରା ହେଲେ । ଲାଞ୍ଚ ନେବା ଅଭିଯୋଗରେ ନାକଟିଦେଉଳ ବ୍ଲକ ଡଇଁଚା ପଞ୍ଚାୟତର ଆରଆଇ…

3 hours ago

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

3 hours ago