କେନ୍ୟୁଜ୍ (ବ୍ୟୁରୋ): ଇରାକରେ ଥିବା ଆମେରିକାର ଆର୍ମି ବେସରେ ଉପରେ ଇରାନ କରିଥିବା ରକେଟ ମାଡ ନେଇ ପ୍ରେସ ମିଟ କଲେ ଆମେରିକାର ରାଷ୍ଟ୍ର ପତି ଡୋନାଲ୍ଡ ଟ୍ରମ୍ପ । ପ୍ରେସ ମିଟରେ ଟ୍ରମ୍ପ କହିଛନ୍ତି କି ଇରାନର ମିଶାଇଲ ଆଟାକରେ ଆମେରିକାର କୌଣସି ବି ସୌନିକ ମ୍ତାହାତ ହୋଇ ନାହାନ୍ତି। ଏହା ସହ କହିଛନ୍ତି ଯୁଦ୍ଧ ପରିସ୍ଥିତି ସ୍ଷ୍ଟି କରିବାକୁ ଚାହୁଁନାହିଁ ତେଣୁ ଇରାନ ନିଜର ଆଚରଣରେ ସୁଧାର ଆଣୁ ନଚେତ ଆକ୍ରମଣା ଉଚ୍ଚିତ ଜବାବ ଦିଆଯିବ। ପରେ କହିଛନ୍ତି ଆମେରିକା ସେନାକୁ ମୋର ସଲାମ
ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…
ଇରାନ୍ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…
Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…
ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…
ଉଦ୍ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍ ମଙ୍ଗଳବାର ଭୁଶୁଡ଼ି…
କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…