ହ୍ବାଇଟ ହାଉସରୁ ପ୍ରେସ ମିଟ କଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଡ୍ରମ୍ପ, କହିଲେ ସମସ୍ତ ଆମେରିକୀୟ ସୁରକ୍ଷିତ ଅଛନ୍ତି

କେନ୍ୟୁଜ୍ (ବ୍ୟୁରୋ): ଇରାକରେ ଥିବା  ଆମେରିକାର ଆର୍ମି ବେସରେ ଉପରେ  ଇରାନ କରିଥିବା ରକେଟ ମାଡ ନେଇ ପ୍ରେସ ମିଟ କଲେ  ଆମେରିକାର ରାଷ୍ଟ୍ର ପତି ଡୋନାଲ୍ଡ ଟ୍ରମ୍ପ । ପ୍ରେସ ମିଟରେ ଟ୍ରମ୍ପ କହିଛନ୍ତି କି  ଇରାନର ମିଶାଇଲ ଆଟାକରେ ଆମେରିକାର  କୌଣସି ବି ସୌନିକ ମ୍‌ତାହାତ ହୋଇ ନାହାନ୍ତି। ଏହା ସହ କହିଛନ୍ତି  ଯୁଦ୍ଧ ପରିସ୍ଥିତି ସ୍‌ଷ୍ଟି କରିବାକୁ ଚାହୁଁନାହିଁ ତେଣୁ ଇରାନ ନିଜର ଆଚରଣରେ ସୁଧାର ଆଣୁ ନଚେତ ଆକ୍ରମଣା ଉଚ୍ଚିତ ଜବାବ ଦିଆଯିବ। ପରେ କହିଛନ୍ତି ଆମେରିକା ସେନାକୁ ମୋର ସଲାମ

Leave A Reply

Your email address will not be published.