ବିହାର(କେନ୍ୟୁଜ୍): ନଦୀରେ ବୁଡୁ ବୁଡି ଅଳ୍ପକେ ବର୍ତ୍ତିଲେ ସାଂସଦ ରାମକୃପାଲ ଯାଦବ । ବିହାରରେ ବନ୍ୟା ଯୋଗୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକେ । ରାମକୃପାଲ ନିଜ ସଂସଦୀୟ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ । ଡଙ୍ଗାରେ ସାଂସଦ ଯାଉଥିବା ବେଳେ ହଠାତ୍ ଧନରୁଆର ରମଣୀ ବିଗହା କ୍ଷେତ୍ରରେ ତାଙ୍କ ଡଙ୍ଗା ଓଲଟି ପଡ଼ିଥିଲା । ଡଙ୍ଗା ଓଲଟି ପଡ଼ିବାରୁ ସାଂସଦ ବୁଡି ଯାଇଥିଲେ । ହେଲେ ତାଙ୍କ ପାଖରେ ଥିବା କିଛି ଲୋକ ତାଙ୍କୁ ଉଦ୍ଧାର କରିଥିଲେ । ଏଥିରେ ରାମକୃପାଲ ଯାଦବ ସାମାନ୍ୟ ଆହତ ହୋଇଛନ୍ତି ।
ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…
ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…
ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…
ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…
ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…
କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…