ଉପାନ୍ତ ଅଂଚଳରେ ମିଳିବ ଇଂଟରନେଟ ସେବା, ସବୁଠାରୁ ଭାରି ଉପଗ୍ରହ ଜି-ସାଟ୍-୧୧କୁ ଉତକ୍ଷେପଣ କଲା ଭାରତ

ଦକ୍ଷିଣ ଆମେରିକା: ସବୁଠାରୁ ଭାରି ଉପଗ୍ରହ ଜି-ସାଟ୍-୧୧କୁ ଉତକ୍ଷେପଣ କରିଛି ଭାରତ । ଆଜି ଦକ୍ଷିଣ ଆମେରିକା ସ୍ଥିତ ଫ୍ରେଞ୍ଚ୍ ଗୟାନାର ୟୁରୋପିଆନ ସ୍ପେଶ ଏଜେନ୍ସିର ରକେଟ ଜରିଆରେ ଏହାକୁ ମହାକାଶକୁ ପଠାଯାଇଛି । ଏହି କୃତ୍ରିମ ଉପଗ୍ରହ ଏବେ ଭାରତର ଇଂଟରନେଟ ସେବାକୁ ଉନ୍ନତମାନର କରିବ । ଯାହା ଭାରତର ଟେଲିକମ୍ୟୁନିକେସନ ପାଇଁ ବରଦାନ ସାବ୍ୟସ୍ତ ହେବା ସହ ଉପାନ୍ତ ଓ ଦୁର୍ଗମ ଅଂଚଳରେ ଇଂଟରନେଟ ସେବା ସହଜରେ ପହଞ୍ଚାଇ ପାରିବ ।

ଏହା ପ୍ରତି ସେକେଣ୍ଡରେ ୧୪ ଗିଗାବାଇଟ୍ ଡାଟା ଟ୍ରାନ୍ସଫର କ୍ଷମତା ରଖିଛି । ଇସ୍ରୋର ସୂଚନା ମୁତାବକ ଜି-ସାଟ୍-୧୧ର ଓଜନ ୫ ହଜାର ୮୦୦ କିଲୋଗ୍ରାମ । ଏହା ଦେଶରେ ବ୍ରଡବ୍ରାଣ୍ଡ ସେବା ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ଭୂପୃଷ୍ଠରୁ ୩୬ ହଜାର କିଲୋମିଟର ଦୂରତା କକ୍ଷ ପଥରେ ଜି-ସାଟ-୧୧କୁ ଅବସ୍ଥାପିତ କରାଯିବାର ସୂଚନା ରହିଛି ।

KNews Bureau

Recent Posts

ଗୋଟିଏ ମିନିଟରେ ହେବ ସ୍ମାର୍ଟଫୋନ ଚାର୍ଜ, ଆସିଲା ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜି

ସ୍ମାର୍ଟଫୋନ୍ ଓ ଇଲେକ୍ଟ୍ରିକ୍‌ ଗାଡ଼ି ର ଆବଶ୍ୟକତା ଆମ ଜୀବନରେ ବଢ଼ିବାରେ ଲାଗିଛି । ଏହି ସ୍ମାର୍ଟଫୋନ ଓ ଇଲେକ୍ଟ୍ରିକ୍‌…

4 mins ago

ଶ୍ରୀଲଙ୍କାରେ ପ୍ରବଳ ବର୍ଷା ଓ ଭୂସ୍ଖଳନ; ୧୦ ଜଣଙ୍କ ମୃତ୍ୟୁ, ୬ ନିଖୋଜ

ଶ୍ରୀଲଙ୍କାରେ ତାଣ୍ଡବ ରଚିଛି ବର୍ଷା । ଭୟଙ୍କର ବନ୍ୟା ପରିସ୍ଥିତି ଯୋଗୁ ସୋମବାର ସ୍କୁଲଗୁଡ଼ିକୁ ବନ୍ଦ କରି ଦିଆଯାଇଛି ।…

38 mins ago

ଓଜେଇ ୨୦୨୪ର ଫଳାଫଳ ପ୍ରକାଶ, ୨୩ ଟି ବିଭାଗରେ ୨୩ ଜଣ ଟପ୍ପର

 ଭୁବନେଶ୍ୱର : ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା -ଓଜେଇ ୨୦୨୪ର ଫଳାଫଳ ପ୍ରକାଶ । ଚଳିତ ବର୍ଷ ମେ'ରେ ହୋଇଥିଲା…

45 mins ago

ୟୁପି : ଜଣେ ଭିନ୍ନକ୍ଷମ ଶିଶୁକୁ ମାରିବା ଇନ୍ସପେକ୍ଟରଙ୍କ ପାଇଁ ପଡିଲା ମହଙ୍ଗା, ଭାଇରାଲ ହେଉଛି ଭିଡିଓ

ୟୁପିର ବିଜନୋରରେ ପିଲାଙ୍କୁ ପିଟିଥିବା ଇନ୍ସପେକ୍ଟରଙ୍କ ପାଇଁ ମହଙ୍ଗା ପଡିଛି । ଭିଡିଓ ଭାଇରାଲ ହେବା ପରେ ଇନ୍ସପେକ୍ଟରଙ୍କୁ ନିଲମ୍ବିତ…

50 mins ago

ରୋଜଗାର କରିବା ବୟସରେ ଦାଉ ସାଜୁଛି ରୋଗ, ପରିବାର ଚଳିବ କେମିତି ?

ନୟାଗଡ଼: ଜୀବନରେ ଦୁଃଖ ଆଉ ସୁଖ ଏ ତ ଲାଗି ରହିଛି । ହେଲେ ଏହି ଦୁଃଖ ବେଳେ ବେଳେ…

52 mins ago

ଏସି ଥଣ୍ଡାରେ ଚୋରି କରିବାକୁ ଭୁଲି ଶୋଇପଡିଲା ଚୋର, ସକାଳୁ ଉଠିଲା ବେଳକୁ ସାମ୍ନାରେ ପୋଲିସ

ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଦେଖିବାକୁ ମିଳିଛି ଅଦ୍ଭୁତ ଘଟଣା । ଚୋରି କରିବାକୁ ଆସିଥିବା ଚୋର ରୁମରେ ଏସି ଥଣ୍ଡା…

54 mins ago