ପୁଣି Pubg ନେଲା ଜୀବନ, ଫାଶି ଦଉଡିରେ ଝୁଲି ପଡିଲେ ୧୭ ବର୍ଷର ବାଳକ

ନିକଟରେ ଏକ ରିପୋର୍ଟ ଆସିଛି ଯେ ପବଜୀ ମୋବାଇଲ ଦୁନିଆର ସବୁଠୁ ଅଧିକ ରୋଜଗାର କରୁଥିବା ଆପ୍‌ ହୋଇଯାଇଛି। ବିଜନେସ ପାଇଁ ଏହା ବହୁତ ଭଲ ଖବର କିନ୍ତୁ ଏହା ପାଇଁ ଅନେକ ଲୋକଙ୍କ ଅଭ୍ୟାସ ଖରାପ ହୋଇଗଲାଣି ଏବଂ ପାଗଳାମି ଦ୍ୱାରା ଲୋକମାନେ ନିଜର ଜୀବନ ମଧ୍ୟ ଦେଇଦେଉଛନ୍ତି।

ବିହାରର ଭାଗଲପୁର ଜିଲ୍ଲାର ଏକ ଯାଗା ଯେଉଁଠି ଜଣେ ୧୭ ବର୍ଷର ବାଳକ ପବଜୀ ଖେଳୁ ଖେଳୁ ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାମ ପିୟୁଷ। ସେ ସଂଧ୍ୟାରୁ ନିଜ ଫୋନରେ ପବଜୀ ଖେଳୁଥିଲେ। ରାତି ପ୍ରାୟ ୧୦ଟା ସମୟରେ ତାଙ୍କ ମା ଖାଇବା ପାଇଁ ଡାକିଲେ ଏବଂ ପବଜୀ ଖେଳିବାକୁ ମନା କଲେ।

ମା’ର ମନା କରିବାରେ ପିୟୁଷ ରାଗରେ କହିଲେ-‘ଯେତେବେଳେ ମୋର ଇଚ୍ଛା ହେବ ମୁଁ ଖାଇବି। ମୋତେ ଟେନସନ ଦିଅ ନାହିଁ। ଏହାପରେ ରାତି ୧୧ଟା ବେଳେ ପିୟୁଷର ବାପା ଖାଦ୍ୟ ନେଇ ଛାତ ଉପରକୁ ତାଙ୍କ ରୁମକୁ ଯାଇ ଦେଖିଲେ ତ ପୁଅ ଫାସି ଲଗାଇ ଆତ୍ମହତ୍ୟା କରିଛି। ଏହାପରେ ପୋଲିସକୁ ଖବର ଦିଆଯାଇଥିଲା ପରେ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା।

ପୋଷ୍ଟମର୍ଟମ ପରେ ପୋଲିସ ଜଣାଇଥିଲେ ଯେ ପବଜୀ ଖେଳୁରେ ତାର ଗ୍ରୁପର ମେମ୍ବର୍ସ ଲଗାର ଭାବରେ ମରିଯାଉଥିଲେ, ଯେଉଁ କାରଣରୁ ସେ ବହୁତ ଚିନ୍ତାରେ ଥିଲା। ଏଥିପାଇଁ ସେ ମଧ୍ୟ ଆତ୍ମହତ୍ୟା କରିନେେଲେ।

ରିପୋର୍ଟ ଅନୁଯାୟୀ ପିୟୁଷ ରୁମରୁ ଏକ ସୁଇସାଇଡ୍‌ ନୋଟ ଜବତ ହୋଇଛପି। ଯେଉଁଥିରେ ସେ ନିଜକୁ ଦୋଷି ବୋଲି କହିଛି। ନୋଟରେ ଏହା ମଧ୍ୟ ଲେଖା ଅଛି ଯେ ପିଲାଙ୍କ ଉପରେ କୌଣସି କଥାକୁ ନେଇ ଚାପ ପକାନ୍ତୁ ନାହିଁ। ଚାପ ପକାଇବା ଦ୍ୱାରା ପିଲା ଖରାପ ହୋଇଯାଇଥାଏ।

Pritiparna

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

7 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

26 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

34 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

50 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago