ପୁଣି କଡ଼ ଲେଉଟାଉଛି କରୋନା। ଚିହ୍ନଟ ହେଲା କୋଭିଡର ନୂଆ ଭାରିଆଣ୍ଟ BA.2.86. । ଅନେକ ମ୍ୟୁଟେସନ ପରେ ଏହା ରୂପ ନେଇଛି। ଏନେଇ ସ୍ପଷ୍ଟ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ- WHO। ଆମେରିକା, ଡେନମାର୍କ, ଇସ୍ରାଏଲ ଭଳି କେତେକ ଦେଶରେ ଏହା ବ୍ୟାପୀବାରେ ଲାଗିଛି।
କୋଭିଡର XBB.1.16ର ମ୍ୟୁଟେସନ ପରେ BA.2.86 ଭାରିଆଣ୍ଟ ସୃଷ୍ଟି ହୋଇଛି। ଏହାର ଷ୍ଟ୍ରେନ ଓ ବ୍ୟାପୀବାର କ୍ଷମତା ନେଇ ପରୀକ୍ଷାନିରୀକ୍ଷା ଚଳାଇଛି ଡବ୍ଲ୍ୟୁଏଚଓ। ଜୁଲାଇ ୨୪ ତାରିଖରେ ଏହାକ ପ୍ରଥମେ ଚିହ୍ନଟ କରାଯାଇଥିଲା। ଅଗଷ୍ଟ ୧୭ତାରିଖରେ ଏହାକୁ ଭାରିଆଣ୍ଟ ଅଣ୍ଡର ମନିଟରିଂ କାଟାଗୋରୀରେ ସ୍ଥାନିତ କରାଯାଇଛି।
ଆମେରିକାର ସିଡିସି ଏନେଇ ଅଧିକ ଗବେଷଣା ଜାରି ରଖିଛି। ଓମିକ୍ରନର ସବ ଭାରିଆଣ୍ଟ XBB.1.5. ର ୩୬ଟି ମ୍ୟୁଟେସନ ପରେ ଏହାକୁ ଚିହ୍ନଟ କରାଯାଇଥିବା ସିଡିସି ପକ୍ଷରୁ କୁହାଯାଇଛି।
ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…
ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…
ଭୁବନେଶ୍ୱର(କେନ୍ୟୁଜ୍): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…
ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…
ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍ରୁ ପ୍ରେମିକା…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…