ନୂଆଦିଲ୍ଲୀ: ପିଆଜ ରପ୍ତାନୀ ଉପରେ ବ୍ୟାନ । ସମସ୍ତ ପ୍ରକାର ପିଆଜ ରପ୍ତାନୀ ଉପରେ ବ୍ୟାନ୍ ଲଗାଇଛନ୍ତି କେନ୍ଦ୍ର ସରକାର । ଖାଉଟି ବଜାରରେ ପିଆଜର ଲପଲବ୍ଧ ବଢାଇବା ଓ ମୂଲ୍ୟ ନିୟନ୍ତ୍ରଣ ଲକ୍ଷ୍ୟରେ ରପ୍ତାନୀ ଉପରେ କଟକଣା ଲାଗିଛି ।
ଏ ନେଇ ଡାଇରେକ୍ଟର ଜେନେରାଲ ଅଫ୍ ଫରେନ୍ ଟ୍ରେଡ୍ – DGFT ବିଜ୍ଞପ୍ତି ପ୍ରକାଶ କରିଛନ୍ତି । DGFT ବାଣିଜ୍ୟ ମନ୍ତ୍ରଣାଳୟର ଏକ ବିଭାଗ ଯାହା ଆମଦାନୀ ରପ୍ତାନୀ କଥା ବୁଝିଥାଏ । ଦିଲ୍ଲୀରେ ପିଆଜ କିଲୋପ୍ରତି ୪୦ ଟଙ୍କାରେ ବିକ୍ରି ହେଉଛି । ପିଆଜ ଦର ବଢିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି ।
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…