ମୁମ୍ବାଇ : ଅନ୍ତର୍ଜାତୀୟ ଶିଶୁ ଚୋରା ଚାଲାଣକାରୀ ର୍ୟାକେଟ୍ ମୁଖ୍ୟକୁ ଗିରଫ କଲା ମୁମ୍ବାଇ ପୋଲିସ୍ । ରାଜୁଭାଇ ଗମଲେଓ୍ଵାଲା ନାମକ ଏହି ଗୁଜରାଟୀ ଲୋକ ଜଣକ ପ୍ରାୟ ୩୦୦ ପିଲାଙ୍କୁ ଆମେରିକାରେ ବିକ୍ରି କରିଛି । ୨୦୦୭ରୁ ରାଜୁଭାଇ ଚଳାଇଥିଲା ଏହି ର୍ୟାକେଟ୍ । ଗୋଟିଏ ପିଲା ପାଇଁ ସେ ଦାବି କରୁଥିଲା ୪୫ ଲକ୍ଷ ଟଙ୍କା । ଗୁଜରାଟର ବିଭିନ୍ନ ଦରିଦ୍ର ପରିବାରକୁ ଏହି ର୍ୟାକେଟ୍ ଟାର୍ଗେଟ୍ କରୁଥିଲା । ଅତି ଗରିବ ଘରକୁ ଯାଇ ପିଲାମାନଙ୍କ ବାପା ମାଆଙ୍କୁ କିଛି ଅର୍ଥ ବଦଳରେ କିଣି ଆଣୁଥିଲେ । ସେହି ପିଲାଙ୍କୁ ଆଣି ଆମେରିକାରେ ବିକ୍ରି କରୁଥିଲେ । ଏମାନଙ୍କ ବୟସ ୧୧ରୁ ୧୬ ବର୍ଷ । ଗତ ମାର୍ଚ୍ଚ ମାସରେ ଏହି ର୍ୟାକେଟ୍ର କିଛି ସଦସ୍ୟଙ୍କୁ ମଧ୍ୟ ପୋଲିସ୍ ଗିରଫ କରିଥିଲା ।
ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…
ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ, ଆଠମଲ୍ଲିକ କିଆକଟା…
ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି…
ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍ ଟର୍ଫ…
ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…