୬୨ ବର୍ଷ ପୁର୍ବେ ସିଗାରେଟକୁ ନେଇ ଆସିଥିଲା ଏକ ସଂଘାତିକ ତଥ୍ୟ, ଜାଣନ୍ତୁ ସେହି ବିଷୟରେ

ନୂଆଦିଲ୍ଲୀ: ‘ସିଗାରେଟ  ସ୍ମୋକିଙ୍ଗ ଇଜ ଇଂଜରିୟସ ଟୁ ହେଲଥ୍’ ଏହି ସଚେତନ ବାର୍ତ୍ତାଟି  ସବୁ ସିଗାରେଟ ଖୋଳ ଉପରେ ଲେଖାଥାଇ ମଧ୍ୟ ଏହାର ଅଭ୍ୟସ୍ତ ଥିବା ଲୋକ ସିଗାରେଟ ଟଣିବା ଛାଡି ପାରେ ନାହିଁ। କିନ୍ତୁ ଆପଣ  ଆପଣ ଜାଣିଛନ୍ତି  କି, ଆଜକୁ  ୬୨ ବର୍ଷ ପୂର୍ବେ ଆଜିର ଦିନରେ ହିଁ ସିଗାରେଟର ହାନିକାରକତା ବାବଦରେ ଜଣାପଡିଥିଲା।

ସିଗାରେଟ ଟଣିବା ଦ୍ବାରା ଶରୀରରେ କ୍ୟାନସର ରୋଗ ଆକ୍ରମଣ କରିଥାଏ ବୋଲି ବ୍ରିଟେନର ମେଡିକାଲ ରିସର୍ଚ୍ଚ କାଉଂସିଲ ଆଜିର ଦିନର ପ୍ରମାଣ କରିଥିଲା। ଆଉ ସିଗାରେଟ ଟାଣିଲେ ଫୁସଫୁସ କ୍ୟାନସର ହୋଇଥାଏ ବୋଲି ରିସର୍ଚ୍ଚ କାଉଂସିଲ ୨୫ ବର୍ଷ ପରେ ପ୍ରମାଣ ପାଇଥିଲା। ସେତେବେଳେ ସିଗାରେଟ କମ୍ପାନୀମାନେ ଏହି ରିସର୍ଚ୍ଚକୁ  ବିରୋଧ କରିଥିଲା। ଏବେ ଭରତରେ ପ୍ରତିବର୍ଷ ୧୫ ଲକ୍ଷ ଲୋକ କ୍ୟାନସର ରୋଗୀ  ଚିହ୍ନଟ ହୋଇଥାନ୍ତି। ଏଥି ମଧ୍ୟରୁ ଅଧିକାଂଶ ସିଗାରେଟ ଓ ଅନ୍ୟାନ ତମ୍ବାଖୁ ବ୍ୟବହାର କରି କ୍ୟାନସର ରୋଗର ଶିକାର ହୋଉଥିବା ଜଣା ପଡିଛି ଓ ପ୍ରତିଦିନ ତମ୍ବାଖୁ ସେବନରେ ୨୫ହଜାର ଲୋକ ମୃତ୍ୟୁବରଣ କରିଥିବାର ରିପୋର୍ଟ ସାମ୍ନାକୁ ଆସିଛି। ୨୦୧୮ ମସିହାରେ ୩୭୧୩୦୨ ଜଣ ଲୋକଙ୍କର କ୍ୟାନ୍ସରରେ ମୃତ୍ୟୁ ହୋଇଥିଲା।

 

Sasmita

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

14 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

40 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

44 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

46 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

52 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

1 hour ago