photo: oneindia
କେନ୍ୟୁଜ୍(ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ କରୋନା । ସୋନିଆଙ୍କୁ ସାମାନ୍ୟ ଜ୍ୱର ହେବା ସହ ତାଙ୍କ ପାଖରେ କରୋନାର ଅନ୍ୟ ଲକ୍ଷଣ ରହିଛି । ଗତ ସଂଧ୍ୟାରେ ତାଙ୍କୁ ଜ୍ୱର ଆସିଥିଲା। ପଜିଟିଭ ଚିହ୍ନଟ ହେବା ପରେ ସୋନିଆ ସଂଗରୋଧରେ ଅଛନ୍ତି । ନ୍ୟାସନାଲ୍ ହେରାଲ୍ଡ ମାମଲାରେ ତାଙ୍କୁ ସମନ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ଆସନ୍ତା ୮ ତାରିଖରେ ହାଜର ହେବାକୁ କୁହାଯାଇଛି। କୋଭିଡ୍ ପଜିଟିଭ୍ ହୋଇଥିଲେ ବି ଇଡିରେ ହାଜର ହେବେ ସୋନିଆ। ଏ ନେଇ କଂଗ୍ରେସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଗତ ସପ୍ତାହରେ କଂଗ୍ରେସ ବହୁ ନେତାଙ୍କୁ ଭେଟିଥିଲେ ସୋନିଆ ଗାନ୍ଧୀ। କିଛି ନେତା କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେସି ବେଣୁଗୋପାଳ କୋଭିଡ୍ ସଂକ୍ରମିତ ହୋଇଛନ୍ତି। କୌଣସି ନେତାଙ୍କ ଠାରୁ ସଂକ୍ରମଣ ଆସିଥାଇପାରେ ବୋଲି ଅନୁମାନ କରାଯାଉଛି।
ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…
ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…
କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…
ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…
ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…
ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…