ବୁଲନ୍ଦ ସହର : ଥାନା ପୋଡ଼ି ଦେଲେ ଉତ୍ତ୍ୟକ୍ତ ଲୋକେ । ଜଣେ ପୋଲିସ୍ କର୍ମଚାରୀ ସମେତ ଦୁଇ ଜଣଙ୍କର ମୃତ୍ୟୁ । ଏମିତିକ ଏକ ଘଟଣା ଘଟିଛି ଏଠାକାର ଉତ୍ତର ପ୍ରଦେଶ ବୁଲନ୍ଦ ସହର ଅନ୍ତର୍ଗତ ଚିଙ୍ଗରାବଠି ଅଞ୍ଚଳରେ । ପୋଲିସ୍ ଗୁଳିରେ ଆହତ ଜଣେ ଯୁବକର ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା ।
ଏହା ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଥାନା ଉପରେ ଆକ୍ରମଣ କରିଥିଲେ । ପୋଲିସ୍ ସେମାନଙ୍କୁ ପ୍ରଥମେ ବୁଝାଶୁଝା କରିଥିଲା । ହେଲେ ସେମାନେ ପୋଲିସ୍ ଉପରକୁ ଟେକା ପଥର ଫିଙ୍ଗିବା ସହିତ ଥାନା ସମେତ ସେଠାରେ ଥିବା ଶହ ଶହ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । । ପୋଲିସ୍ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ହାତାହାତି ବେଳେ ଥାନାର ଇନିସପେକ୍ଟର ସୁବୋଧ ସିଂହଙ୍କ ମୃତ୍ୟୁ ଘଟିଛି ।
ଭୁବନେଶ୍ୱର(କେନ୍ୟୁଜ୍): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…
ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍ ମାଧ୍ୟମରେ ମିଳିଛି, ଯାହାକୁ…
ଭାରତୀୟ ଟିମ୍ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍ ବ୍ରିଜଟାଉନରେ କଠିନ ଅଭ୍ୟାସ…
ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍ କରିବା ପରେ ମଧ୍ୟ…
କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…
ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…