ଦେଶ ବିଦେଶ

ଖୁବ୍‌ କମ ଦିନରେ ଡିସଚାର୍ଜ ହୋଇପାରିବେ କରୋନା ଆକ୍ରାନ୍ତ, ଜାଣନ୍ତୁ ନୂଆ ପ୍ଲାନରେ କ’ଣ ରହିଛି ଖାସ୍‌

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫୯ ହଜାର ୬୬୨ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ବର୍ତ୍ତମାନ ୧୯୮୧ ଲୋକଙ୍କର ମୃତ୍ୟୁ ହୋଇସାରିଛି। ସବୁଠାରୁ ଖୁସି କଥା ହେଉଛି ୧୭୮୪୭ କରୋନା ସଂକ୍ରମିତ ଠିକ୍‌ ମଧ୍ୟ ହୋଇସାରିଛନ୍ତି। ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ ଏବଂ ମଧ୍ୟପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସବୁଠାରୁ ଅଧିକ ରହିଛି। ଏହାମଧ୍ୟରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କରୋନା ସଂକ୍ରମିତଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିବା ପାଇଁ ନୂଆ ପଲିସି ଜାରି କରାଯାଇଛି।

ଏହି ପଲିସିରେ ସଂକ୍ରମିତ ବ୍ୟକ୍ତିଙ୍କ ଦେଖାଶୁଣା ଏବଂ ତାଙ୍କ ସ୍ଥିତି ବିଷୟରେ ବିସ୍ତାରରେ କୁହାଯାଇଛି। ଏଥିସହ କେଉଁ ବ୍ୟକ୍ତିଙ୍କୁ କିଭଳି ଚିକିତ୍ସା କରାଯିବ ତାହା ମଧ୍ୟ ଏହି ପଲିସିରେ କୁହାଯାଇଛି। ନୂଆ ଡିସଚାର୍ଜ ପଲିସି ଜରିଆରେ ଆଡମିଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରେ ଯଦି କୌଣସି ଲକ୍ଷଣ ଦେଖାଯାଏ ନାହିଁ ଏବଂ ତିନି ଦିନ ପର୍ଯ୍ୟନ୍ତ ଜ୍ୱର ହୋଇନଥାଏ ତେବେ ତାଙ୍କୁ ୧୦ ଦିନରେ ଡିସଚାର୍ଜ କରାଯାଇପାରିବ କିନ୍ତୁ ବ୍ୟକ୍ତିଙ୍କୁ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ସଚେତନ ରହିବାକୁ ପଡିବ।

ବର୍ତ୍ତମାନ କରୋନା ଭାଇରସର ଔଷଧ ଏବଂ ଭ୍ୟାକ୍ସିନ ବାହାର କରିବା ପାଇଁ ଆଶାର କିରଣ ଜାଗ୍ରତ ହୋଇଛି। କରୋନା ଭ୍ୟାକ୍ସିନ ପାଇଁ ଭାରତରେ ଫେଭିପିରଭିର ଔଷଧର କ୍ଲିନିକାଲ ଟ୍ରାୟଲ ହେବ। ଫେଭିପିରଭିର ଔଷଧ ଚିନ ଏବଂ ଜାପାନ ଭଳି ପୂର୍ବ ଏସିଆ ଦେଶରେ ଇନଫ୍ଲୁଏଂଜାର ବ୍ୟକ୍ତିଙ୍କୁ ଦିଆଯାଇଥାଏ। CSIR ର ଡାଇରେକ୍ଟର ଜେନେରାଲ ଶେଖର ପାଣ୍ଡେ ଫେଭିପିରଭିର ଔଷଧର କ୍ଲିନିକାଲ ଟ୍ରାୟଲକୁ ଅନୁମତି ଦେଇଛନ୍ତି।

KNews Bureau

Recent Posts

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

9 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

17 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

34 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

48 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

1 hour ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

1 hour ago