ଦେଶ ବିଦେଶ

କରୋନା ଭାଇରସ ସଂକ୍ରମିତ ରୋଗୀଙ୍କ ଫୁସଫୁସର ପ୍ରଥମ ଫଟୋ ଜାରି, ଛବି ଦେଖି ଡରୁଛି ସାରା ଦୁନିଆ

ବିଶ୍ୱ ମହାମାରୀ ଘୋଷିତ ହୋଇଥିବା କରୋନା ଭାଇରସ ଏବେ ସୁଦ୍ଧା ସାରା ଦୁନିଆରେ ୪୩୦୦ ଲୋକଙ୍କର ଜୀବନ ନେଇସାରିଲାଣି। ଏହି ଖତରନାକ ଭାଇରସର ମୁକାବିଲା କରିବା ପାଇଁ ସାରର ଦୁନିଆର ବୈଜ୍ଞାନିକମାନେ ଲାଗିଛନ୍ତି। ଏହି ସମୟ ରେଡିଓଲଜିକାଲ ସୋସାଇଟି ଅଫ୍‌ ନର୍ଥ ଆମେରିକା କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବା ଫୁସଫୁସର ୩ଡି ଫଟୋ ଜାରୀ କରିଛି।

ଏହି ଫଟୋରେ ପରିଷ୍କାର ଭାବରେ ଦେଖାଯାଉଛି ଯେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ରୋଗୀଙ୍କ ଫୁସଫୁସ ଅଠାଳିଆ ଏବଂ ଗାଢ଼ା କଫ ଦ୍ୱାରା ଭରି ରହିଛି। ଏହି କାରଣରୁ ପୀଡିତ ବ୍ୟକ୍ତିଙ୍କୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କରୋନା ଭାଇରସ ମାନବ ଶରୀରରେ ପ୍ରଥମେ ଶ୍ୱସନ ତନ୍ତ୍ରକୁ ହିଁ ସଂକ୍ରମିତ କରିଥାଏ। ଯେଉଁଥିରେ ଫୁସଫୁସର ସଂକ୍ରମଣ ପ୍ରଥମ ଷ୍ଟେଜ ଅଟେ।

ଏହ ୩ଡି ଇମେଜକୁ ଜାରି କରିବା ପରେ ଡାକ୍ତର ଏକ୍ସ-ରେ ଏବଂ ସିଟି ସ୍କାନ ଦ୍ୱାରା କରେନା ଭାଇରସକୁ ବହୁତ ଜଲଦି ଚିହ୍ନଟ କରିପାରିବେ, ଯାହା ଗମ୍ଭୀର ଭାବରେ ସଂକ୍ରମିତ ଅଟେ। ଏହାପରେ ସେହି ରୋଗୀଙ୍କୁ ତୁରନ୍ତ ଏକାନ୍ତ ଓ୍ଵାର୍ଡକୁ ହିଁ ଶିଫ୍ଟ କରାଯିବ।

Pritiparna

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

2 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

35 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

37 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

44 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

52 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

52 mins ago