ନୂଆଦିଲ୍ଲୀ : ଗତ ୨ବର୍ଷ ଧରି କରୋନା ଦ୍ୱାରା ବିଶ୍ୱର କୋଟି କୋଟି ପ୍ରଭାବିତ ହୋଇଛନ୍ତି। କୋଭିଡର ନୂଆ ନୂଆ ଷ୍ଟ୍ରେନ ଜୀବନକୁ ଦୁର୍ବିସହ କରିଛି। ଏବେ ପଶୁଙ୍କ ଠାରେ ଠାବ ହେଇଛି କରୋନା ଭୂତାଣୁ। ଆମେରିକା ଧଳା ଲାଞ୍ଜ ଥିବା ହରିଣଙ୍କ ଠାରେ କୋଭିଡ ସଂକ୍ରମଣ ଦ୍ରୁତ ବେଗରେ ବ୍ୟାପିବାରେ ଲାଗିଛି। ପ୍ରାୟ ୩୦ ଲକ୍ଷ ଧଳା ଲାଞ୍ଜ ହରିଣଙ୍କ ଠାରେ ଏହା ବ୍ୟାପିବାରେ ଲାଗିିଛି।
ଏମାନେ ମୁଖ୍ୟତଃ ମଣିଷଙ୍କ ସଂସ୍ପର୍ଶରେ ଆସୁଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ସମ୍ଭବତଃ ଏମାନଙ୍କ ଠାରୁ କୋଭିଡର ନୂଆ ଷ୍ଟ୍ରେନ ମଣିଷଙ୍କୁ ବ୍ୟାପୀବାର ଆଶଙ୍କା ପ୍ରକାଶ ପାଇଛି। ତେବେ ଏନେଇ ଅଧିକ ଗବେଷଣାର ଆବଶ୍ୟକତା ଥିବା ପେନିନସୁଲା ଷ୍ଟେଟ ୟୁନିଭର୍ସିଟିର ମାଇକୋବାଇଓଲୋଜି ଏବଂ ସଂକ୍ରମଣ ରୋଗ ବିଶେଷଜ୍ଞ ମତ ରଖିଛନ୍ତି। ପାଖାପାଖି ୪ହଜାର ଧଳା ଲାଞ୍ଜ ହରିଣଙ୍କ ଠାରୁ ନମୂନା ସଂଗ୍ରହ କରାଯାଇଛି। ଆମେରିକା ପାଇଁ ମଧ୍ୟ ଏହା ନୂଆ ଉଦ୍ବେଗର କାରଣ ପାଲଟିଥିବା କୁହାଯାଇଛି।
ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…
ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…
ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…
ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…
ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…