ଏସ୍‌ଡିଏମ୍‌ଙ୍କୁ ବିଜେପି ବିଧାୟକଙ୍କ ଧମକ, କହିଲେ ‘ମୋ ପାଓ୍ଵାର କେତେ ଜାଣିନ ?’

ଆଗ୍ରା : ଉତ୍ତର ପ୍ରଦେଶ ଫତେପୁର ସିକ୍ରିର ବିଜେପି ବିଧାୟକ ଉଦୟଭାନ୍‌ ସିଂହଙ୍କ ଏସ୍‌ଡିଏମ୍‌ଙ୍କୁ ଧମକ । ‘ମୁଁ କିଏ ତୁମେ ଜାଣିନ ? ମୋ ପାଓ୍ଵାର କେତେ ତମକୁ ବୋଧେ ଜଣା ନାହିଁ । ’ ଏଭଳି ଧମକର ଭିଡିଓ ଏବେ ଭାଇରାଲ ହୋଇଛି ।

ସୂଚନା ଅନୁଯାୟୀ, ଫତେପୁର ସିକ୍ରି ଅନ୍ତର୍ଗତ କିରାବଲି ତହସିଲରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ସେମାନଙ୍କୁ ଭେଟି ଆଲୋଚନା କରିବାକୁ ଯାଇଥିଲେ ବିଧାୟକ ଉଦୟଭାନ୍‌ ସିଂହ । ତେବେ ସେଠାରେ ଅଚାନକ ସ୍ଥାନୀୟ ଏସ୍‌ଡିଏମ୍‌ ଗରିମା ସିଂହଙ୍କୁ ତାଗିଦ କଲେ । ସମସ୍ତଙ୍କ ଆଗରେ ବିଧାୟକ ଏଭଳି ଧମକ ଦେଇଥିଲେ । କହିଥିଲେ ‘କଣ ତୁମକୁ ଜଣା ନାହିଁ ମୁଁ ବିଧାୟକ ବୋଲି । ମୋ ସାଙ୍ଗରେ ଏମିତି କଥାବାର୍ତ୍ତା କରୁଛ । ମୋ ପାଓ୍ଵାର କେତେ ବୋଧହୁଏ ତୁମକୁ ଜଣା ନାହିଁ । ଗଣତନ୍ତ୍ରର ଶକ୍ତି ସହ କେତେ ବୋଧହୁଏ ତୁମେ ଜାଣିନ’ । …ଫଟୋ ଦେଖିଲେ, ଏବେ ଦେଖନ୍ତୁ ବିଧାୟକ କହିଥିବା କଥାର  ଭିଡିଓ ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago