photo: IndiaTV News
ଚୀନର ସିଚୁଆନ ପ୍ରଦେଶରେ ବୁଧବାର ଦ୍ୱିପ୍ରହର ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପର ତୀବ୍ରତା ଥିଲା ୬.୧। ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଲୁଶାନ କାଉଣ୍ଟିର ୟାନ୍ନ ସହର। ଏଠାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି।
ମିଡିଆ ରିପୋର୍ଟ ମୁତାବକ, ସହର ଠାରୁ କିଛି ଦୂରରେ ଥିବା ପାହାଡ଼ିଆ ଅଞ୍ଚଳରେ ମଧ୍ୟ ଭୂସ୍ଖଳନ ହୋଇଛି, ଯେଉଁଥିରେ ଅନେକ ଘର ଭୁଶୁଡ଼ି ପଡ଼ିଥିବା ଖବର ରହିଛି। ବର୍ତ୍ତମାନ ସେଠାରୁ ଅଧିକ ସୂଚନା ମିଳିପାରି ନାହିଁ। ତେବେ ସୋସିଆଲ ମିଡିଆରେ ଭୂମିକମ୍ପ ଏବଂ ଭୂସ୍ମଖଳନର କିଛି ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି।
ଭିଡିଓରେ ସ୍କୁଲ ପିଲାମାନେ ଭୟଭୀତ ହୋଇ ଦୌଡ଼ୁଥିବାର ଦେଖିବାକୁ ମିଳୁଛି। ଏପରି କି, ଏକ ଫୁଟେଜ୍ରେ ଡୋମେଷ୍ଟିକ୍ ଆକ୍ୱାରିୟମ୍ରୁ ମାଛଗୁଡ଼ିକ ବାହାରି ଆସୁଥିବା ଦେଖାଯାଉଛି। ତେବେ ଚୀନ ସରକାର ଏ ପର୍ଯ୍ୟନ୍ତ ଅଫିସିଆଲି ଭାବେ ମୃତ୍ୟୁ ସଂଖ୍ୟା ଘୋଷଣା କରି ନାହାନ୍ତି।
ଭୁବନେଶ୍ୱର(କେନ୍ୟୁଜ୍): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…
ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…
ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍ରୁ ପ୍ରେମିକା…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…
ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…
ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…