୨୦୧୯ ସାଧାରଣ ନିର୍ବାଚନ ଫଳାଫଳକୁ ମଝିରେ ଆଉ ତିନି ଦିନ । କାହାକୁ ମିଳିବ କେତେ ଭୋଟ୍ ? ସେ ନେଇ ଚାଲିଛି ଅଙ୍କକଷା । ବଢୁଛି ନେତାଙ୍କ ହୃତସ୍ପନ୍ଦନ । ଆଜି ସଂଧ୍ୟାରେ ଆକଳନ ଓ ସମୀକ୍ଷା ସହିତ ଆସିବ ଏକ୍ଜିଟ୍ ପୋଲ । ବିଭିନ୍ନ ଗଣମାଧ୍ୟମ ଦ୍ୱାରା ସର୍ଭେ କରାଯାଇଥିବା ରିପୋର୍ଟ ପ୍ରକାଶ ପାଇବ । ଅପେକ୍ଷା କରିଛନ୍ତି ଭୋଟର । କିଏ ହେବେ ସମାନଙ୍କ ନେତା ? କେଉଁ ରାଜ୍ୟରେ କାହାକୁ କେତେ ଭୋଟ୍ ମିଳିବ ? କିଏ ଫେରିବ କ୍ଷମତାକୁ ? କାହା ହାତକୁ ଯିବ ପୁଣି ୫ ବର୍ଷର ଶାସନ ଭାର । ମେ ୨୩ ତାରିଖରେ ଗଣତି ସହ ପ୍ରକାଶ ପାଇବ ଏକଜାକ୍ଟ ଫଳାଫଳ ।
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…