୨୦୧୯ ସାଧାରଣ ନିର୍ବାଚନ ଫଳାଫଳକୁ ମଝିରେ ଆଉ ତିନି ଦିନ, କାହାକୁ ମିଳିବ କେତେ ଭୋଟ୍‌ ?

୨୦୧୯ ସାଧାରଣ ନିର୍ବାଚନ ଫଳାଫଳକୁ ମଝିରେ ଆଉ ତିନି ଦିନ । କାହାକୁ ମିଳିବ କେତେ ଭୋଟ୍‌ ? ସେ ନେଇ ଚାଲିଛି ଅଙ୍କକଷା । ବଢୁଛି ନେତାଙ୍କ ହୃତସ୍ପନ୍ଦନ । ଆଜି ସଂଧ୍ୟାରେ ଆକଳନ ଓ ସମୀକ୍ଷା ସହିତ ଆସିବ ଏକ୍‌ଜିଟ୍‌ ପୋଲ । ବିଭିନ୍ନ ଗଣମାଧ୍ୟମ ଦ୍ୱାରା ସର୍ଭେ କରାଯାଇଥିବା ରିପୋର୍ଟ ପ୍ରକାଶ ପାଇବ । ଅପେକ୍ଷା କରିଛନ୍ତି ଭୋଟର । କିଏ ହେବେ ସମାନଙ୍କ ନେତା ? କେଉଁ ରାଜ୍ୟରେ କାହାକୁ କେତେ ଭୋଟ୍‌ ମିଳିବ ? କିଏ ଫେରିବ କ୍ଷମତାକୁ ? କାହା ହାତକୁ ଯିବ ପୁଣି ୫ ବର୍ଷର ଶାସନ ଭାର । ମେ ୨୩ ତାରିଖରେ ଗଣତି ସହ ପ୍ରକାଶ ପାଇବ ଏକଜାକ୍ଟ ଫଳାଫଳ ।

Leave A Reply

Your email address will not be published.