photo : the guardian.com
ନୂଆଦିଲ୍ଲୀ : ଷ୍ଟାର ଲିଙ୍କ ସାହାଯ୍ୟ ନେଇ ଡ୍ରୋନ୍ ଉଡାଇ ପାରିବନି ୟୁକ୍ରେନ। ଏଲନ ମସ୍କଙ୍କ ସ୍ପେସ୍ ଏକ୍ସ ଷ୍ଟାର ଲିଙ୍କ ସୁବିଧାକୁ ସୀମିତ କରି ଦେଇଛି। ରୁଷ ଆକ୍ରମଣ ପରଠାରୁ ୟୁକ୍ରେନକୁ ଇଣ୍ଟରନେଟ୍ ସୁବିଧା ଯୋଗାଇବାକୁ ହଜାର ହଜାର ସଂଖ୍ୟାରେ ଷ୍ଟାର ଲିଙ୍କ ସୁବିଧା ଦେଇଛି ସ୍ପେସ୍ ଏକ୍ସ।
କିନ୍ତୁ ୟୁକ୍ରେନ ଏହି ସୁବିଧାର ଫାଇଦା ନେଇ ଡ୍ରୋନ ଜରିଆରେ ରୁଷକୁ ଟାର୍ଗେଟ୍ କରୁଛି। ଯାହା ସ୍ପେସ ଏକ୍ସ ନୀତି ବିରୋଧୀ। ତେଣୁ ଷ୍ଟାଲ ଲିଙ୍କ ସୁବିଧାକୁ ସୀମିତ କରିଛି ସ୍ପେସ୍ ଏକ୍ସ। ଷ୍ଟାର ଲିଙ୍କ ସୁବିଧାକୁ ଅସ୍ତ୍ରଶସ୍ତ୍ର ବ୍ୟବହାର ପାଇଁ ପ୍ରୟୋଗ କରି ହେବ ନାହିଁ ବୋଲି କହିଛି କମ୍ପାନୀ ।
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…
ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…
ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…
ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…