ଇଟାଲିର ଲିଗ୍ ସିରିଜ୍ ମ୍ୟାଚ୍ ଚାଲିଥିବା ବେଳେ ଜଣେ ମହିଳା ସ୍ପୋର୍ଟସ୍ ଆଙ୍କରଙ୍କ ସହ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରାଯାଇଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣାଟି ସାମ୍ନାକୁ ଆସିଛି। ଇଟାଲିର ସନ୍ ପାଉଲୋ ଷ୍ଟାଡିୟମ୍ରେ ନେପୋଲି ଏବଂ ବ୍ରେଶିୟା ମଧ୍ୟରେ ମୁକାବିଲା ଚାଲିଥିଲା। ଏହି ମ୍ୟାଚ୍କୁ କଭର କରିବା ପାଇଁ ଇଟାଲିୟନ୍ ସ୍ପୋର୍ଟସ୍ ଆଙ୍କର ଡେଲଟା ଲେଓଟା ସେଠାରେ ପହଞ୍ଚିଥିଲେ। ଯେତେବେଳେ ସେ ଷ୍ଟାଡିୟମ୍ରେ ପହଞ୍ଚିଥିଲେ, ସେହି ସମୟରେ ନେପୋଲି ଫୁଟବଲ୍ କ୍ଲବର ଜଣେ ଫ୍ୟାନ୍ ତାଙ୍କ ସହ ଅଭଦ୍ରାମୀ କରିଥିଲେ। ତାଙ୍କୁ ଅଭଦ୍ର ଟିପ୍ପଣୀ ଦେଇ ଟି-ଶାର୍ଟ ଖୋଲିବାକୁ କହିଥିଲେ।
ଏହାସହ ପଢ଼ନ୍ତୁ: ତେଲ ଆଉ ମଦରେ ଯୁବକ ବନାଇଲେ ଏମିତି ମସଲ୍ସ, ଦେଖିଲେ ଚମକି ପଡ଼ିବେ ଆପଣ!
ନେପୋଲି ଫ୍ୟାନଙ୍କ ଅଭଦ୍ରତା ଉପରେ ଆଙ୍କର ଜଣକ ବଡ଼ ସହଜରେ ଉତ୍ତର ଦେଇଥିଲେ। ସେ ଫ୍ୟାନଙ୍କ ମୁହଁକୁ ଅନାଇ ସ୍ମିତହାସ୍ୟ ଦେଇଥିଲେ ଏବଂ ହାତ ଉଠାଇ ତାଙ୍କୁ ଥମ୍ବସ୍ ଡାଉନ୍ର ଈଶାରା ଦେଇ ମନା କରିଦେଇଥିଲେ। ତେବେ ଇଟାଲିର ଏହି ଆଙ୍କର ଜଣକ ବେଶ୍ ଜଣାଶୁଣା। ଇନ୍ଷ୍ଟାଗ୍ରାମରେ ତାଙ୍କୁ ୪.୬ ମିଲିୟନ୍ ଲୋକ ଫଲୋ କରୁଛନ୍ତି।
ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…
ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ, ଆଠମଲ୍ଲିକ କିଆକଟା…
ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି…
ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍ ଟର୍ଫ…
ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…