ଗୋଟିଏ ଦିନ ପାଇଁ ଡେପୁଟି କମିଶନର ହେଲେ ଟପ୍ପର ଛାତ୍ରୀ ଅନମୋଲ, ପୂରା କାହାଣୀ ଆପଣଙ୍କ ହୃଦୟକୁ ଛୁଇଁ ଯିବ

କୁହାଯାଏ, ଯଦି କୌଣସି ଲକ୍ଷ୍ୟକୁ ପୂରା କରିବା ପାଇଁ ଆପଣ ମନ ଭିତରେ ଯୋଶ୍‌ ରଖନ୍ତି, ତା’ହେଲେ ଭାଗ୍ୟ ବି ଆପଣଙ୍କୁ ସାଥ୍‌ ଦେଇଥାଏ। ବାସ୍‌ କେବଳ ଧୌର୍ଯ୍ୟ ଆଉ ସାହସ ଥିବା ଦରକାର। ଏହି ଛାତ୍ରୀଙ୍କ କ୍ଷେତ୍ରରେ ବି ଠିକ୍‌ ସେମିତି ହିଁ ହୋଇଛି, ଯେଉଁଥିପାଇଁ ସେ ଗୋଟିଏ ଦିନ ପାଇଁ ଡେପୁଟି କମିଶନର(ଡିସି) ବନିଛନ୍ତି। ପଞ୍ଜାବ ଫିରୋଜପୁରର ଦିବ୍ୟାଙ୍ଗ ଛାତ୍ରୀ ତଥା ୧୦ମ ଟପ୍ପର ଅନମୋଲଙ୍କୁ ଗୋଟିଏ ଦିନ ପାଇଁ ଡିସି ବନାଯାଇଥିଲା। ଫିରୋଜପୁରର ଡେପୁଟି କମିଶନର ଚନ୍ଦ୍ର ବଲ ନିଜେ ହିଁ ଅନମୋଲଙ୍କ ଘରକୁ ଯାଇ ତାଙ୍କୁ ଆଣିଥିଲେ ଏବଂ ଡେପୁଟି କମିଶନରଙ୍କ ଚେୟାରରେ ବସାଇଥିଲେ।

କହି ରଖୁଛୁ କି, ଅନମୋଲ ଜଣେ ଦିବ୍ୟାଙ୍ଗ ଛାତ୍ରୀ। ସେ ଲୋକୋମୋଟର ନାମକ ରୋଗରେ ପୀଡ଼ିତ, ଯାହାକି ଶରୀରକୁ ବିକଳାଙ୍ଗ କରିଦେଇଥାଏ। ତାଙ୍କ ଉଚ୍ଚତା ୨ ଫୁଟ ୮ ଇଞ୍ଚ। ଅନମୋଲଙ୍କର ପାଖାପାଖି ୪ଟି ବଡ଼ ସର୍ଜରୀ ହୋଇସାରିଛି। ଏହି ସମସ୍ୟା ଯୋଗୁ ଛୋଟବେଳେ ତାଙ୍କୁ ସାଙ୍ଗମାନଙ୍କଠାରୁ ଅନେକ ଥଟ୍ଟାମଜା ଶୁଣିବାକୁ ମିଳୁଥିଲା। କିନ୍ତୁ ସେ ଏହା ପ୍ରମାଣିତ କରିଦେଖାଇଛନ୍ତି କି, ଯଦି କିଛି ପାଇବାକୁ ଇଚ୍ଛା ଅଛି, ତା’ହେଲେ ଆପଣଙ୍କୁ କେହି ରୋକି ପାରିବେ ନାହିଁ।

ଏହାସହ ପଢ଼ନ୍ତୁ: ଟିକ୍‌ ଟକରେ ଏହି ଭୟାନକ ଚ୍ୟାଲେଞ୍ଜର ଦିଓ୍ଵାନୀ ହେଉଛନ୍ତି ଯୁବତୀ, ଦେଖନ୍ତୁ ଭିଡିଓ

ଅନମୋଲ ଏବେ ପ୍ଲସ୍‌ ଓ୍ଵାନ୍‌ ଆଟ୍‌ର୍ସର ଛାତ୍ରୀ। ଆମେ ଯଦି ତାଙ୍କ ପାଠପଢ଼ା ବିଷୟରେ କହିବୁ, ତା’ହେଲେ ସେ ସବୁବେଳେ ପାଠପଢ଼ାରେ ଟପ୍ପର ରହୁଥିଲେ। ଏହାସହିତ ସେ ବକ୍ତତା, ଡ୍ୟାନ୍ସ ଭଳି ଆକ୍ଟିଭିଟିରେ ମଧ୍ୟ ଭାଗ ନେଉଥିଲେ।

Roshni

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ଲାଭ ବଢ଼ିବ ଏବଂ ଆୟରେ ବୃଦ୍ଧି ଘଟିବ । କୌଣସି ନୂଆ ଆଇଡିଆ ଆପଣଙ୍କୁ ଆଗକୁ ନେବାରେ ସହାୟକ…

5 hours ago

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ, କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ

ଆଳି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି…

7 hours ago

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଘର

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଗଲା ଗ୍ୟାସ ଟାଙ୍କି ଜଳିଗଲା ଘର । ବାରିପଦା ସଦର ଥାନା ଅନ୍ତର୍ଗତ…

8 hours ago

ଘୋଷଣା ହେଲା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ, ସୂର୍ଯ୍ୟବଂଶୀଙ୍କୁ ଉଚ୍ଚଶିକ୍ଷା

କେନ୍ୟୁଜ (ବ୍ୟୁରୋ) : ଆଜି ମୋହନ ମାଝୀଙ୍କ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ…

8 hours ago

ମୃତ ଝିଅର ନ୍ୟାୟ ପାଇଁ ଥାନା ବାରଣ୍ଡାରେ ନେହୁରା ହେଉଛି ମା

ସୋର: ଥାନା ସମ୍ମୁଖରେ ହୋହାଲ୍ଲା ପାଟିତୁଣ୍ଡ । କମ୍ପୁଛି ସ୍‌ଥାନୀୟ ଅଞ୍ଚଳ । ଆପଣ ଭାବୁଥିବେ ଥାନା ସମ୍ମୁଖରେ ଏତେ…

9 hours ago

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ । ଆହତ ଜେଟିପି ହେଉଛନ୍ତି ଲଷ୍ମୀଧର ଉପାଧ୍ୟାୟ…

10 hours ago