ଦିଲ୍ଲୀ ଏମ୍ସରେ ଭୟାବହ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କରୁଛନ୍ତି ୩୪ଟି ଦମକଳ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀସ୍ଥିତ ଏମ୍ସ ମେଡିକାଲରେ ଆଜି ସଂଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ମେଡିକାଲ ପରିସରରେ ହୋହାଲ୍ଲା ପରିସ୍ଥିତି ସ୍ରୁଷ୍ଟି ହୋଇଥିଲା। ନିଆଁ ପ୍ରାୟତଃ ସଂଧ୍ୟା ୫ଟା ବେଳେ ଲାଗିଛି। ଏହ ନିଆଁ ସର୍ଟ ସର୍କ୍ରିଟ କାରଣରୁ ଘଟିଛି ବୋଲି କୁହାଯାଉଛି।

ନିଆଁ ହସପିଟାଲର ଏମରଜେନ୍ସୀ ଓ୍ଵାର୍ଡ ପାଖରେ ଥିବା ଏମ୍ସର ଟିଚିଂ ବ୍ଲକର ପ୍ରଥମ ଏବ ଦ୍ୱିତୀୟ ମହଲାରେ ଲାଗିଛି। ଏହି ଘଟଣା ପରେ ଅପରେସନ ଥିଏଟର ଏବଂ ଅନେକ ଓ୍ଵାର୍ଡକୁ ବନ୍ଦ କରିଦିଆଯାଇଛି। ଭୀଷଣ ଧୂଆଁରେ ମେଡିକାଲ ପରିସରରେ ଥିବା ଲୋକମାନେ ବହୁତ ସମସ୍ୟାରେ ପଡିଥିଲେ।

ପ୍ରାୟ ଦେଢ଼ ଘଣ୍ଟା ପରେ ମଧ୍ୟ ନିଆଁକୁ ଆୟତ୍ତ କରାଯାଇପାରିଲା ନାହିଁ। ଦମକଳ ବା ଅଗ୍ନିଶମ ବିଭାଗର ୩୪ଟି ଗାଡି ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି। କୁହାଯାଉଛି ନିଆଁ ବହୁତ ଗମ୍ଭୀର ରୂପ ଧାରଣ କରିସାରିଲାଣି। ବର୍ତ୍ତମାନ ପଯ୍ୟର୍ନ୍ତ କାହାର କ୍ଷତି ହୋଇଥିବା ସୂଚନା ଜଣାପଡିନାହିଁ।

Pritiparna

Recent Posts

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

50 seconds ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

26 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

35 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago