ଦେଶ ବିଦେଶ

ବର୍ତ୍ତମାନ ସମୟର ପାଞ୍ଚଟି ପ୍ରମୁଖ ଖବର ପଢ଼ି ନିଅନ୍ତୁ ଅଳ୍ପରେ. . .

  • ଏବେ ସାରା ବିଶ୍ୱର ନଜର ରହିଛି ଭାରତ ଓ ଚୀନ୍ ଉପରେ । ଉଭୟ ଦେଶର ସେନା ମଧ୍ୟରେ ଲଦାଖରେ ଗଣ୍ଡଗୋଳ ପରେ ସେମାନଙ୍କ ମଧ୍ୟରେ କୂଟନୈତିକ ସମ୍ପର୍କ କିଭଳି ମୋଡ଼ ନେଉଛି ତାକୁ ନେଇ ଚର୍ଚ୍ଚା ଚାଲିଛି । ବର୍ତ୍ତମାନ ଉଭୟ ଦେଶର ମେଜର ଜେନେରାଲ ସ୍ତରରେ ଆଲୋଚନା ହେଉଛି ।

  • ଆମେରିକା ଏବେ କରୋନା ଓ ବର୍ଣ୍ଣବୈଷମ୍ୟ ବିବାଦରେ ଘାଣ୍ଟି ହେଉଛି । ତେବେ ଆଗାମୀ ନିର୍ବାଚନକୁ ନେଇ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ୍ ବେଶି ଚିନ୍ତିତ ଅଛନ୍ତି । ଏହି ପରିପ୍ରେକ୍ଷୀରେ ଆମେରିକାର ଜଣେ ପୂର୍ବତନ ସୁରକ୍ଷା ପରାମର୍ଶଦାତା ଜନ୍ ବୋଲଟନ୍ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ଟ୍ରମ୍ପ ଆଗାମୀ ନିର୍ବାଚନ ଜିତିବାକୁ ଚୀନ୍‌କୁ ସାହାଯ୍ୟ ମାଗିଛନ୍ତି ।

  • ଦିଲ୍ଲୀ ସରକାରଙ୍କ ଘୋଷଣା ଏବେ ସାଧାରଣ ଲୋକଙ୍କ ପାଇଁ ମହଙ୍ଗା ପଡ଼ିଛି । କୋଭିଡ୍‌-୧୯ର ଜଞ-ଚଉଜ ଟେଷ୍ଟ ପାଇଁ ଲୋକଙ୍‌କୁ ୨୪,୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।ଚା ଆଜି ଆଉ ଏକ ସ୍ଵତନ୍ତ୍ର ବିମାନରେ ଦୁବାଇରୁ ୨୧୦ ଜଣ ଓଡ଼ିଆ ଭୁବନେଶ୍ୱର ଆସୁଛନ୍ତି। କୋରୋନା ଯୋଗୁଁ ଦୁବାଇରେ ଫସିଥିବା ଓଡ଼ିଆମାନଙ୍କ ପାଇଁ ସେଠାକାର ଓଡ଼ିଆ ସମାଜ ପକ୍ଷରୁ ଏହି ସ୍ୱତନ୍ତ୍ର ବିମାନ ର ବ୍ୟବସ୍ଥା କରାଯାଇଛି। ଆଜି ଅପରାହ୍ନ ୪.୩୦ରେ ଏହି ବିମାନ ଭୁବନେଶ୍ୱରରେ ପହଞ୍ଚିବ।

  • ଆଜି ହେଉଛି ଚୀନ୍‌ର ରାଷ୍ଟ୍ରପତି ଜିନ୍ ପିଙ୍ଗ୍‌ଙ୍କ ଜନ୍ମଦିନ । ଗତ ଚାରି ବର୍ଷ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇ ଆସୁଥିଲେ । ହେଲେ ଲଦାଖରେ ଘଟିଥିବା ଘଟଣା ପରେ ଏଥର ମୋଦି ନିରବି ଯାଇଛନ୍ତି । ଯାହା ଭାରତ-ଚୀନ୍ ସହ ସମ୍ପର୍କରେ ବଡ଼ ଫାଟର ସୂଚନା ।
Pritiparna

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

18 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

27 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

2 hours ago