ଦେଶ ବିଦେଶ

ରସ୍‌ନାର ଚେୟାରମ୍ୟାନ ଆରିଜ ପିରୋଜସା ଖମ୍ବାଟାଙ୍କ ଦେହାନ୍ତ, କମ୍ପାନୀ ଦେଲା ସୂଚନା

ରସ୍‌ନାର ସଂସ୍ଥାପକ ତଥା ଚେୟାରମ୍ୟାନ ଆରିଜ ପିରୋଜସା ଖମ୍ବାଟାଙ୍କର ଶନିବାର ଦେହାନ୍ତ ହୋଇଛି। ରସ୍‌ନା ଗ୍ରୁପ୍‌ ତରଫରୁ ଏ ନେଇ ସୂଚନା ଦିଆଯାଇ କୁହାଯାଇଛି କି, ୮୫ ବର୍ଷୀୟ ଖମ୍ବାଟାଙ୍କର ଶନିବାର ନିଧନ ଘଟିଛି। କହି ରଖୁଛୁ, ଆରିଜ ଖମ୍ବାଟା ବେନେଭୋଲେଣ୍ଟ ଟ୍ରଷ୍ଟ ଏବଂ ରସ୍‌ନା ଫାଉଣ୍ଡେସନର ଚେୟାରମ୍ୟାନ ଥିଲେ।

ରସ୍‌ନା ଗ୍ରୁପ୍‌ ଅନୁସାରେ, ଖମ୍ବାଟା ଭାରତୀୟ ଉଦ୍ଦ୍ୟୋଗ, କାରବାର ଏବଂ ସମାଜ ସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ସେ ପାର୍ସି ସଙ୍ଗଠନ WAPIZର ପୂର୍ବତନ ଅଧ୍ୟକ୍ଷ ଏବଂ ଅହମ୍ମଦାବାଦ ପାର୍ସି ସମ୍ପ୍ରଦାୟର ମଧ୍ୟ ପୂର୍ବତନ ଅଧ୍ୟକ୍ଷ ଥିଲେ।

ବୟାନରେ କୁହାଯାଇଛି, ଖମ୍ବାଟା ଭାରତୀୟ ଉଦ୍ଦ୍ୟୋଗ, ବେପାର ଏବଂ ସମାଜ ସେବା ଜରିଆରେ ସାମାଜିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ଆରିଜ ପିରୋଜସା ଖମ୍ବାଟାଙ୍କୁ ଲୋକପ୍ରିୟ ଘରୋଇ ପେୟ ବ୍ରାଣ୍ଡ ‘ରସ୍‌ନା’ ପାଇଁ ଜଣାଯାଇଥାଏ। ରସ୍‌ନା ଦେଶରେ ୧୮ ଲକ୍ଷ ଦୋକାନରେ ବିକ୍ରି ହୋଇଥାଏ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

11 hours ago