ଛେଳିର ନାଁ ସଲମାନ୍‌, ଦାମ୍‌ ୮ ଲକ୍ଷ ଟଙ୍କା ; କିଏ କିଣିବେ କି ?

ଗୋଟିଏ ଛେଳିର ଦାମ୍‌ ୮ ଲକ୍ଷ ଟଙ୍କା । ବିଶ୍ୱାସ ହେଉନି ନାଁ ? ହେଲେ ଏଇ ଭାରତରେ କିଛି ବି ଘଟି ପାରେ । ତେଣୁ ଏହା ବି ଘଟିବା ସମ୍ଭବ । ଉତ୍ତର ପ୍ରଦେଶ ଗୋରଖପୁରରେ ଥିବା ଏହି ଛେଳିର ମାଲିକ ତାର ଦାମ୍‌ ସ୍ଥିର କରିଛନ୍ତି ୮ ଲକ୍ଷ ଟଙ୍କା । ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଯେ ଗୋଟିଏ ଛେଳିର ଦାମ୍‌ ଏତେ ଟଙ୍କା କଣ ପାଇଁ । ଆଜ୍ଞା ଟିକେ ଭଲ କରି ବୁଝନ୍ତୁ କଣ ପାଇଁ ।

ପ୍ରଥମରେ ହେଉଛି ଛେଳିର ନାଁ ସଲମାନ୍‌ । ଦ୍ୱିତୀୟରେ ତା ଦେହରେ କୁଆଡ଼େ ‘ଆଲ୍ଲା’ ଲେଖା ହୋଇଛି । ଏକଥା କହୁଛନ୍ତି ଛେଳିର ମାଲିକ ମହମ୍ମଦ ନିଜାମୁଦ୍ଦିନ୍‌ ।
ନିଜାମୁଦ୍ଦିନଙ୍କ କହିବା କଥା ଛେଳି ସଲମାନର ଓଜନ ୯୫ କିଲୋ । ଦିନକୁ ତା ପିଛା ୮୦୦ ଟଙ୍କାରୁ ଅଧିକ ଖର୍ଚ୍ଚ ହେଉଛି । ତେଣୁ ବକ୍ରିଦ୍‌ ପୂର୍ବରୁ ଏହାକୁ ଭଲ ଦାମ୍‌ରେ ବିକିବା ଲାଗି ସେ ମୂଲଚାଲ୍‌ କରୁଛନ୍ତି ।

KNews Bureau

Recent Posts

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

3 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

26 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

34 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

40 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

48 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

51 mins ago