ବେଜିଂ : ଚୀନ୍ ରାଜଧାନୀ ବେଜିଂ ମାର୍କେଟ୍ରେ କରୋନା ଭାଇରସ୍ର ଆତଙ୍କ । ଏଠାରେ ଥିବା ଆମିଷ ବଜାରରେ କରୋନା ଭାଇରସ୍ ଚିହ୍ନଟ ହୋଇଛି । ଜିନ୍ଫାଡି ଫୁଡ୍ ସେଣ୍ଟର ସ୍ଥିତ ବିଶାଳ ସାମୁଦ୍ରିକ ମାଛ ମାର୍କେଟ୍ରେ ବିକ୍ରି ହେଉଥିବା ସି-ଫୁଡ୍ରେ କରୋନା ଭାଇରସ୍ ଥିବାର ଜଣାପଡ଼ିଛି । ଏଠାରୁ ପ୍ରାୟ ଶହେ ଜଣ ସଂକ୍ରମିତ ହୋଇଥିବା ମଧ୍ୟ କୁହାଯାଉଛି ।
ଏଠାରେ କାମ କରୁଥିବା ଅନ୍ୟ ରୋଗରେ ପୀଡ଼ିତ କିଛି ବ୍ୟକ୍ତିଙ୍କୁ ପ୍ରଥମେ କରୋନା ଭାଇରସ୍ ଆକ୍ରମଣ କରିଛି । ଏ ସମ୍ପର୍କରେ ଚୀନ୍ର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍ ସେଣ୍ଟରର ମୁଖ୍ୟ ସୂଚନା ଦେଇଛନ୍ତି ।
ପ୍ରାୟ ୧୬୦ଟି ଫୁଟ୍ବଲ୍ ପଡ଼ିଆ ଆକାରର ଏହି ବିଶାଳ ମାର୍କେଟ୍ ଏବେ ଚୀନ୍ ପାଇଁ ବିପଦ ସାଜିଛି ।
କେନ୍ଦ୍ରାପଡା (କେନ୍ୟୁଜ): କେନ୍ଦ୍ରାପଡା କୁଦାନଗରି ଥାନା ଗୌଡଗାଁରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାଁ…
ଦିଗପହଣ୍ଡି (କେନ୍ୟୁଜ): ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ମାଲବାହୀ ଟ୍ରକ ।…
ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସା…
ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ…
ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…
ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାକୁ ଆଜି ପୁରିଛି ବର୍ଷେ । ୨୦୨୩ ଜୁନ୍ ୨ ଶୁକ୍ରବାର, ସମୟ…