ପ୍ରୟାଗରାଜ : ଖବରକାଗଜ ଏବଂ ଟିଭିରେ ସ୍ନାନ କରୁଥିବା ମହିଳାଙ୍କ ଫଟୋ ଦେଖାଇବା ଉପରେ ଆହ୍ଲାବାଦ ହାଇକୋର୍ଟ ଶକ୍ତ ନିଷ୍ପତ୍ତି ନେଇଛନ୍ତି । କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି କି ଏମିତି କରୁଥିବା ଲୋକଙ୍କ ବିରୋଧରେ ଯାଞ୍ଚ କରାଯାଇ କାର୍ୟ୍ୟନୁଷ୍ଠାନ ଗ୍ରହଣ କରାଯିବ । ଆଡଭୋକେଟ୍ ଅସୀମ କୁମାରଙ୍କ ପିଟିସନ୍ ଉପରେ ଜଷ୍ଟିସ୍ ପିକେଏସ୍ ବଘେଲ ଏବଂ ଜଷ୍ଟିସ୍ ପଙ୍କଜ ଭାଟିଆ ଙ୍କ ଖଣ୍ଡପୀଠରେ ଶୁଣାଣି ହୋଇଛି । କୋର୍ଟ ମେଳା ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ କି ଯେତେବେଳେ ୧୦୦ ମିଟର ଭିତରେ ଗାଧୋଇବା ଘାଟରୁ ଫଟୋ ଉଠାଇବାରେ ପ୍ରତିବନ୍ଧକ ଲଗାଯାଇଛି, ତେବେ ଏହା କିପରି କରାଯାଉଛି, ତେଣୁ ଏହାକୁ ସଠିକ୍ ଭାବେ ପାଳନ କରାଯାଉ ।
ପ୍ରଶାସନ ୧ ହଜାରରୁ ଅଧିକ ସିସିଟିଭି କ୍ୟାମେରା ସାହାର୍ୟ୍ୟରେ ପୁରା ମେଳା କ୍ଷେତ୍ର ମାନଙ୍କରରେ ନଜର ରଖୁଛି । ପୁରା ଇଲାକାରେ ନଜର ରଖିବା ପାଇଁ ୪୦ଟି ଟାୱାରର ନିର୍ମାଣ କରାଯାଇଛି । ମେଳାରେ ରାଜ୍ୟ ପୋଲିସ୍ ଫୋର୍ସ , ପିଏସି ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ ପାଖାପାଖି ୨୨,୦୦୦ ଜବାନଙ୍କୁ ମୁତୟନ ମଧ୍ୟ କରାଯାଇଛି । ଆପତ୍ତିସ୍ଥିତିରେ ମୁକାବିଲା କରିବା ପାଇଁ ପୁରା ମେଳା କ୍ଷେତ୍ରରେ ୪୦ଟି ପୋଲିସ୍ ଥାନା, ୩ଟି ମହିଳା ପୋଲିସ୍ ଥାନା ଏବଂ ୬୦ଟି ପୋଲିସ୍ ଫାଣ୍ଡି ସ୍ଥାପିତ କରାଯାଇଛି । ଏହାଛଡା ୪ ଫୋଲିସ୍ ଲାଇନ୍ ମଧ୍ୟ ତିଆରି କରାଯାଇଛି ।
ଇରାନ୍ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…
Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…
ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…
ଉଦ୍ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍ ମଙ୍ଗଳବାର ଭୁଶୁଡ଼ି…
କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…
ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…