ଟ୍ରାଫିକ୍‌ ନିୟମର ପାଳନ କଲେ କମ୍ପାନୀ ବଢ଼ାଇବ ନିଜ କର୍ମଚାରୀଙ୍କ ଦରମା, ଜାଣନ୍ତୁ କଣ ରହିଛି ଯୋଜନା

ନୂଆ ମୋଟର ଯାନ ଆଇନର ଚର୍ଚ୍ଚା ଏବେ ଚାରିଆଡେ। ଗାଡି ଚାଳକ ମାନେ ଏହି ନିୟମକୁ ମାନି ବହୁତ ସଚେତନ ହୋଇଗଲେଣି। ସେହିଭଳି ଅନେକ ଲୋକ ଏହି ନିୟମକୁ ମାନିବାକୁ ବିରତ କରୁଛନ୍ତି ତ ଆଉ କେହି ଏହି ନିୟମକୁ ସମର୍ଥନ କରୁଛନ୍ତି।

ଟ୍ରାଫିକର ଏହି ନିୟମକୁ ସମର୍ଥନ କରି ଗୁଜୁରାଟର ଅନେକ କମ୍ପାନୀ ନିଜର କର୍ମଚାରୀଙ୍କ ପାଇଁ ଟ୍ରାଫିକ ନିୟମର ପାଳନ କରିବା ପାଇଁ ଅନେକ ନୂଆ-ନୂଆ ସ୍କୀମ ବାହାର କରିଛନ୍ତି। ଏଥିରେ କାର ପୁଲିଂ ଠାରୁ ନେଇ ନିୟମର ପାଳନ କରୁଥିବା ବ୍ୟକ୍ତିଙ୍କୁୁ ଅଧିକ ଦରମା ଦେବା ପର୍ଯ୍ୟନ୍ତ ସାମିଲ ରହିଛି।

ଅନେକ କମ୍ପାନୀ ଏହା ଦେଖୁଛନ୍ତି ଯେ ତାଙ୍କ କମ୍ପାନୀର କର୍ମଚାରୀ ଟ୍ରାଫିକ୍‌ ନିୟମ ବିଷୟରେ କେତେ ଜାଣିଛନ୍ତି ଏବଂ ତାହାକୁ କେତେ ପାଳନ କରୁଛନ୍ତି। ନିୟମର ପାଳନ କରୁଥିବା କର୍ମଚାରୀଙ୍କର ଦରମା ବଢ଼ାଇବା ପାଇଁ କମ୍ପାନୀ ନିଷ୍ପତ୍ତି ନେଉଛି। ଏହାସହିତ କର୍ମଚାରୀ ମାନେ କାର ପୁଲିଂକୁ ଆପଣେଇବା ଏବଂ ଏହି ଅଭ୍ୟାସକୁ ବୃଦ୍ଧି କରିବାରେ ମଧ୍ୟ ଦରମା ବୃଦ୍ଧି ହେବାର ବିଚାର କରାଯାଇଛି।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago