ଦେଶ ବିଦେଶ

ଲଦାଖ ସୀମାରେ ଭାରତର ଏୟାର ଡିଫେନ୍ସ ମିଜାଇଲ୍‌, ଚୀନ୍‌ର ଦୁଃସାହସକୁ ରୋକିବା ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ : ଭାରତ-ଚୀନ୍‌ ମଧ୍ୟରେ ଉତ୍ତେଜନା କମିବାରେ ନାହିଁ । ଲଦାଖର ଏଲ୍‌ଏସି ନିକଟରେ ଚୀନ୍‌ ତା’ର ସେନା ମୁତୟନ ଜାରି ରଖିଛି । ଭାରତ ସହ ଚୀନ୍‌ର କମାଣ୍ଡର ସ୍ତରୀୟ କଥାବାର୍ତ୍ତା ଜାରି ରହିଛି । ହେଲେ ସମାଧାନର ସୂତ୍ର କିଛି ବାହାରି ନାହିଁ । \

ଏହି ପରିପ୍ରେକ୍ଷୀରେ ଭାରତ ଆବଶ୍ୟକ ପଡ଼ିଲେ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଧମକ ଦେଇ ସାରିଛି । ଚୀନ୍‌ ପକ୍ଷରୁ ଆସନ୍ନ ବିପଦକୁ ଆଶଙ୍କା କରି ଭାରତ ଲଦାଖ ସୀମାରେ ଏୟାର ଡିଫେନ୍ସ ମିଜାଇଲ୍‌ ନିୟୋଜିତ କରିବା ଆରମ୍ଭ କରିଛି । ଚୀନ୍‌ର ହେଲିକପ୍ଟର ଗତିବିଧି ଏଲ୍‌ଏସି ନିକଟରେ ବଢ଼ୁଥିବାରୁ ଭାରତ ଏପରି ପଦକ୍ଷେପ ଗ୍ରହଣ କରିଛି ।

ଋଷର ଏହି ଡିଫେନ୍ସ ସିଷ୍ଟମକୁ ଜଣେ ସୈନ୍ୟ ସହଜରେ ନେବା ଆଣିବା କରିବା ସହ ଫାୟର୍‌ କରିପାରିବେ । ଏହାକୁ ଆର୍ମି ଓ ଏୟାରଫୋର୍ସ ମଧ୍ୟ ବ୍ୟବହାର କରିପାରିବେ ।  ସୀମାରେ ପୂର୍ବରୁ ସେନା ଓ ଅସ୍ତ୍ରଶସ୍ତ୍ର ଠୁଳ କରିସାରିଛି ଭାରତ । ଆବଶ୍ୟକ ପଡ଼ିଲେ ଯୁଦ୍ଧକୁ ଏଡାଇ ଦେଇ ହେବନି ବୋଲି ଭାରତର ସେନାଧ୍ୟକ୍ଷ ପ୍ରକାଶ କରିଛନ୍ତି । ସୀମାରେ ଉତ୍ତେଜନା ଲାଗି ରହିଛି ।

Niharanjan

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago