ଦେଖନ୍ତୁ ପାକିସ୍ତାନ ଆତଙ୍କବାଦୀଙ୍କ ନିହତ ଭିଡିଓ, ଅନୁପ୍ରବେଶ ବେଳେ ଭାରତୀୟ  ସେନା କରିଥିଲା ଗୁଳିବର୍ଷା

ପ୍ରକୃତି ଛାଡୁନାହିଁ ପାକିସ୍ତାନ। କମ୍ମୁ କଶ୍ମୀରର କୁପୱାଡା କେରନ ସେକ୍ଟରରେ ୫ ପାକିସ୍ତାନୀ ଆତଙ୍କବାଦୀ  ବଳ ପୂର୍ବକୁ ପଶିବାକୁ ଉଦ୍ୟମ  କରୁଥିଲେ। ଏହି ସମୟରେ ଭାରତୀୟ ସେନାର ଗୁଳି ବର୍ଷାରେ ସମସ୍ତେ ନିହତ ହେଇଥିବାର  ସୂଚନା ମିଳିଛି।  ସୋମବାର ଦିନ ଏକ ଜାତୀୟ ଗଣମାଧ୍ୟମ ଏମାନଙ୍କର ଭିଡିଓ ଜାରି କରିଛି । କୁହାଯାଉଛି ଯେ ଏହି ଘଟଣା ଅଗଷ୍ଟ ମାସର  ପ୍ରଥମ ସପ୍ତାହର। କୁପୱାଡା କେରନ ସେକ୍ଟରରେ ଲାଇନ ଅଫ କଣ୍ଟ୍ରୋଲ ନିକଟରେ  ପାକିସ୍ତାନ ବର୍ଡର  ଆକ୍ସନ ଟିମ୍  ଏହି ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲା ।  କିନ୍ତୁ  ଭାରତୀୟ ସେନା  ସେମାନଙ୍କୁ ଏହି ଉଦ୍ୟମକୁ ପଣ୍ଡ କରିଦେଇଥିଲେ ଓ ସମସ୍ତଙ୍କୁ ସେଠାରେ ମାରିଦେଇଥିଲେ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଘଟଣାର ପରଦିନ  ଦେଶର ଡିଜିଏମଓ ପାକିସ୍ତାନର ଡିଜିଏମ ସହ ସମ୍ପର୍କ କରିଥିଲେ। ସେ କହିଥିଲେ ସେହିଠାରେ ପଡି ରହିଥିବା ଆତଙ୍କବାଦୀଙ୍କ ମରଶରୀରକୁ ନେଇ ଯିବାକୁ କହିଥିଲେ। କିନ୍ତୁ ପାକିସ୍ତାନ ଏହାକୁ ଖଣ୍ଡନ କରି କହିଥିଲା ମରିଥିବା ସୈନିକ ପାକିସ୍ତାନର ନୁହଁନ୍ତି।

 

 

 

Sasmita

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

17 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

26 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

39 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

46 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

47 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

1 hour ago