ଦେଶ ବିଦେଶ

ଭାରତର ମୁନ ମିଶନ ଚନ୍ଦ୍ରାୟନ-୨ କୁ ପୁରିଲା ବର୍ଷେ, ଆଉ ୭ ବର୍ଷ ପରିକ୍ରମଣ କରିବା ପାଇଁ ମହଜୁଦ ରହିଛି ଇନ୍ଧନ

ନୂଆଦିଲ୍ଲୀ: ଭାରତର ମୁନ ମିଶନ ଚନ୍ଦ୍ରାୟନ-୨ କୁ ପୁରିଲା ବର୍ଷେ । ଚନ୍ଦ୍ରକୁ ୧ ବର୍ଷ ପରିକ୍ରମଣ କରିଛି ଅରବିଟର୍‌ । ଆଉ ୭ ବର୍ଷ ପରିକ୍ରମଣ କରିବା ପାଇଁ ଇନ୍ଧନ ମହଜୁଦ ଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ଗତବର୍ଷ ଜୁଲାଇ ମାସ ୨୨ ତାରିଖରେ ଚନ୍ଦ୍ରାୟନ-୨ ଉତ୍‌କ୍ଷେପଣ ହୋଇଥିଲା ।

ଅଗଷ୍ଟ ୨୦ ତାରିଖରେ ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିଥିଲା ଅରବିଟର୍‌ । ଯଦିଓ ସଫ୍‌ଟ ଲ୍ୟାଣ୍ଡିଂ ସଫଳ ହୋଇନଥିଲା, ତେବେ ଅରବିଟର୍‌ ଚନ୍ଦ୍ରକୁ ସଫଳତାର ସହ ପରିକ୍ରମଣ କରୁଛି । ଏହି ସମୟ ମଧ୍ୟରେ ଚନ୍ଦ୍ରର କକ୍ଷପଥକୁ ୪ ହଜାର ୪୦୦ ଥର ପରିକ୍ରମଣ କରି ସାରିଲାଣି ଅରବିଟର୍‌। ଏହାର ସମସ୍ତ ଯନ୍ତ୍ରପାତି ସଠିକ ଭାବେ କାମ କରୁଥିବା ଇସ୍ରୋ କହିଛି ।

Sonalisa

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

18 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

20 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

26 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

35 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

35 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

53 mins ago