ବଜେଟ ଏୟାରଲାଇନ୍ସ କମ୍ପାନୀ ‘ଇଣ୍ଡିଗୋ’ ୪ ଦିନର ସ୍ପେଶାଲ ‘ଭାଲେଣ୍ଟାଇନ ସେଲ୍’ ଘୋଷଣା କରିଛି। ଏହି ସେଲ୍ରେ ଟିକେଟ୍ର ଦାମ୍ ମାତ୍ର ୯୯୯ ଟଙ୍କାରୁ ଆରମ୍ଭ ହେଉଛି। ଏଥିରେ ଦେଶର ଯେକୌଣସି ସ୍ଥାନକୁ ଆପଣ ବିମାନ ଯାତ୍ରା କରିପାରିବେ।
ଇଣ୍ଡିଗୋର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ଓ୍ଵିଲିୟମ୍ ବାଉଲ୍ଟର କହିଛନ୍ତି, କମ୍ପାନୀ ସେଲ୍ର ଘୋଷଣା କରି ଭାଲେଣ୍ଟାଇନ ଡେ’ର ସେଲିବ୍ରେଶନ ଆଗୁଆ ହିଁ ଆରମ୍ଭ କରିଦେଇଛି।
୧୧ ଫେବୃୟାରୀରୁ ୧୪ ଫେବୃୟାରୀ ପଯ୍ୟର୍ନ୍ତ ଚାଲିବାକୁ ଥିବା ଏହି ସେଲ୍ରେ ମୋଟ ୧୦ ଲକ୍ଷ ସିଟ୍ ପାଇଁ ଟିକେଟ୍ ବିକ୍ରି କରାଯିବ। ସେଲ୍ରେ କିଣାଯାଇଥିବା ଟିକେଟ୍ରେ ଆପଣ ଆସନ୍ତା ମାର୍ଚ୍ଚ ୧ରୁ ସେପ୍ଟେମ୍ବର ୩୦ ପଯ୍ୟର୍ନ୍ତ ଯାତ୍ରାର ଲାଭ ଉଠାଇପାରିବେ।
ତେବେ କର୍ପୋରେଟ୍ ଏବଂ ଯେଉଁ ଗ୍ରାହକ ଛୁଟିରେ ଯିବାକୁ ଇଚ୍ଛୁକ, ସେମାନେ କମ୍ପାନୀର ଅଫିସିଆଲ୍ େଓ୍ଵବ୍ସାଇଟରୁ ଟିକେଟ୍ କିଣିପାରିବେ।
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…
ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…
ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…
ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…
ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…