ପଶ୍ଚିମ ଆଫ୍ରିକାର ମାଲି ମଧ୍ୟାଞ୍ଚଳରେ ଥିବା ଏକ ସୈନ୍ୟ ଶିବିର ଉପରେ ରବିବାର ସନ୍ଦିଗ୍ଧ ଜିହାଦିମାନେ ଭୟଙ୍କର ଆକ୍ରମଣ କରିଛନ୍ତି। ଏଥିରେ ସୁରକ୍ଷା ବଳର ୧୯ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ୫ଜଣ ଆହତ ହୋଇଥିବା ସେନା ପକ୍ଷରୁ ଟୁଇଟର ମାଧ୍ୟମରେ ସୂଚନା ଦିଆଯାଇଛି।
ଜଣେ ଅଧିକାରୀଙ୍କ କହିବା ହେଲା, ଆତଙ୍କବାଦୀମାନେ ମୋଟରସାଇକେଲରେ ଆସିଥିଲେ। ସୋକୋଲୋ ନିବାସୀ ବାବା ଗକଉ ଏଏଫ୍ପିଙ୍କୁ ସୂଚନା ଦେଇଛନ୍ତି ଯେ ୧୦୦ରୁ ଅଧିକ ଆତଙ୍କବାଦୀ ଏଥିରେ ସାମିଲ ଥିଲେ। ସକାଳ ୭ଟାରେ ଗୁଳିବର୍ଷଣ ବନ୍ଦ ହେବା ପରେ ସେମାନେ ସେନା ଶିବିରରେ ଅସ୍ତ୍ରଶସ୍ତ୍ର ଏବଂ ବାହନ ସହ ପହଞ୍ଚିଥିଲେ।
ତେବେ ଆକ୍ରମଣ ପରେ ସେନାର ଏକ ବିମାନ ଦ୍ୱାରା ଅଞ୍ଚଳରେ ଯାଞ୍ଚ କରାଯାଉଥିବା ସଶସ୍ତ୍ର ସେନା ବାହିନୀ ପକ୍ଷରୁ ଟୁଇଟ୍ କରାଯାଇଛି।
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…