ଏକ ମାମଲାର ଶୁଣାଣି କରିବା ଅବସରରେ କେରଳ ହାଇକୋର୍ଟ ସହମତିରେ ଶାରୀରିକ ସମ୍ପର୍କ ଓ ବଳାତ୍କାର ମଧ୍ୟରେ କ’ଣ ପାର୍ଥକ୍ୟ ରହିଛି ତାହା ବ୍ୟାଖ୍ୟା କରିଛନ୍ତି। ଅଦାଲତ ଏକ ଟିପ୍ପଣୀ ଦେବା ଅବସରରେ କହିଛନ୍ତି ଶାରୀରିକ ସମ୍ପର୍କ ପାଇଁ ଯଦି ମହିଳା ରାଜି ଅଛନ୍ତି ତେବେ ସେଭଳି ମାମଲାରେ ଏହାକୁ ଦୁଷ୍କର୍ମ ବୋଲି ଧରାଯିବ ନାହିଁ। ବରଂ ତାହାକୁ ସହମତି ସେକ୍ସ ବୋଲି କୁହାଯିବ। ଯଦି ମହିଳାଙ୍କ ବିନା ସହମତିରେ ସେକ୍ସ କରାଯାଇଛି ତେବେ ତାହାକୁ ଦୁଷ୍କର୍ମ ବୋଲି ଧରାଯିବ।
ଜଷ୍ଟିସ୍ ପିବି ସୁରେଶ କୁମାର ୧୯୮୬ରେ ଆମେରିକାର ସୁପ୍ରିମ୍କୋର୍ଟରେ ଚାଲିଥିବା ଏକ ମାମଲାର ଉଦାହରଣ ଦେଇ କହିଛନ୍ତି ମହିଳାଙ୍କ ତରଫରୁ ସେକ୍ସ ପାଇଁ ଖୁସି ଖୁସି ରାଜି ହେବା ହିଁ ଏକ ମାନକ। ଏଥିପାଇଁ ସହମତି ଆଧାର ହେବା ଆବଶ୍ୟକତା ନାହିଁ। ଏହା ଦ୍ୱାରା ମହିଳାଙ୍କ ଅଧିକାରର ସଂରକ୍ଷଣ ହୋଇପାରିବ ଏବଂ ପୁରୁଷ ଓ ମହିଳାଙ୍କ ଅଧିକାର ଉପରେ ମଧ୍ୟ ଆଞ୍ଚ ଆସିବ ନାହିଁ।
ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…
ଭୁବନେଶ୍ବର(କେନ୍ୟୁଜ୍): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…
ଭୁବନେଶ୍ବର(କେନ୍ୟୁଜ୍): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…
ମୟୂରଭଞ୍ଜ (କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…
ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ…
ଭୁବନେଶ୍ୱର(କେନ୍ୟୁଜ୍): ପୁଣି ଚର୍ଚ୍ଚାକୁ ଆସିଲେ ଅଟୋ ଚାଳକ ଟୁଙ୍ଗୁରୁ ଭୋଳ । ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିବା…