କିଛିଦିନ ପୁର୍ବରୁ କେରଳ ପୋଲିସ୍ ହାତ ଧୋଇବାର ଏକ ଭିଡିଓ ସେୟାର କରି କରୋନା ଭାଇରସ୍ ପ୍ରତି ଲୋକଙ୍କର ଜାଗ୍ରୁକ କରିବା ପ୍ରୟାସ କରିଥିଲେ। ଏହାପରେ ଏବେ ପୁଣି ଥରେ ପୋଲିସ୍ ନିଜର ଟ୍ଵିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି ଯେ କେଉଁଭଳି ଭାବେ ଏହି ଭାଇରସକୁ ବ୍ୟାପିବାରେ ରୋକା ଯାଇପାରିବ। ଏହି ଭିଡିଓର ସବୁଠାରୁ ଖାସ୍ କଥା ହେଉଛି ଏହାକୁ ବହୁତ ମଜାଦାର ଭାବରେ କରାଯାଇଛି।
ଭିଡିଓରେ ଆପଣ ଦେଖିପାରିବେ ଜଣେ ବ୍ୟକ୍ତି ରାସ୍ତାରେ ବୁଲୁଥିବା ନଜର ଆସୁଛନ୍ତି ଏବଂ ଠିକ୍ ଏହି ସମୟରେ ବାଟରେ କରୋନା ଭାଇରସ୍ ବସିଥିବାର ଦେଖିଲେ। ଏହି ଭାଇରସକୁ ଦେଖି ସେ ଭୟରେ ଦୌଡିବାକୁ ଲାଗିଲେ ଏବଂ କରୋନା ତାଙ୍କ ପଛେ ପଛେ ଦୌଡିବାକୁ ଲାଗିଲା। ଏହାପରେ ବ୍ୟକ୍ତି ଜଣଙ୍କ ସାନିଟାଇଜରରେ ନିଜ ହାତ ସଫା କରୁଛନ୍ତି ଏବଂ ମାସ୍କ ଲଗାଉଛନ୍ତି। ଭିଡିଓ ଶେଷରେ ବ୍ରେକ ଦ ଚେନ୍ ମେଜେସ୍ ଦିଆଯାଇଛି।
କେରଳ ପୋଲିସ ଏହି ଭିଡିଓକୁ ନିଜ ଫେସବୁକ୍ ପେଜରେ ସେୟାର କରିଛନ୍ତି। ଏହାକୁ ଏବେ ପଯ୍ୟର୍ନ୍ତ ଲକ୍ଷେ ରୁ ଅଧିକ ଲାଇକ୍ ମିଳିସାରିଲାଣି। ଲୋକମାନେ ଏହି ଭିଡିଓକୁ ଦେଖି ଅନେକ ପ୍ରତିକ୍ରିୟା ଦେଉଛନ୍ତି।
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…
ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…
ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…
ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…