ସୋସିଆଲ ମିଡିଆରେ ଏକ ଏମିତି ଲୋମହର୍ଷଣକାରୀ ଭିଡିଓ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରିଦେଇଛି । ଜଣେ ବ୍ୟକ୍ତି ସିଂହ ବାଡ ଭିତରେ ହାତ ପୁରାଇ ସିଂହ ଶରୀରକୁ ଆଉଁସୁ ଥିବାବେଳେ,ସିଂହ ମଧ୍ଯ ବହୁତ ଆରାମ ସହକାରେ ଏହାର ମଜା ନେଉଥିଲା ।କିନ୍ତୁ ସେହି ସମୟରେ ହଠାତ୍ ଏକ ସିଂହୀ ସେଠାକୁ ଆସି ବ୍ୟକ୍ତିଙ୍କର ହାତଟିକୁ କାମୁଡି ଧରିପକାଇଥିଲା। ଘଟଣାସ୍ଥଳରେ ଉକ୍ତ ବ୍ୟକ୍ତିଙ୍କର ପତ୍ନୀ ମଧ୍ଯ ତାଙ୍କ ସହିତ ଥିଲେ ଏବଂ ସେ ମୋବାଲରେ ଭିଡିଓ କରୁଥିଲେ ।
ଏହି ଘଟଣା ଦକ୍ଷିଣ ଆଫ୍ରିକାର ଅଟେ । ଉକ୍ତ ବ୍ୟକ୍ତିଙ୍କ ନାମ ପିଟର । ରିପୋର୍ଟ ମୁତାବକ ସିଂହୀ ବ୍ୟକ୍ତିଙ୍କର ହାତକୁ ନିଜର ଦାନ୍ତରେ ଜାବୁଡି ଧରିଥିଲା । ବହୁ କଷ୍ଟରେ ବ୍ୟକ୍ତିଜଣଙ୍କ ନିଜର ହାତକୁ ସେଠାକୁ ବାହାର କରିଥିଲେ । ତେବେ ବର୍ତ୍ତମାନ ସେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…
ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…
ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…
ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…