ଦେଶ ବିଦେଶ

ପେଟରେ ଭର୍ତ୍ତି କରି ଆଣିଲେ ୮କୋଟିରୁ ଉର୍ଦ୍ଧ୍ବ ଟଙ୍କାର କୋକେନ, ପୋଲିସ ହାତରେ ଧରା ହେଲା ଅପରାଧୀ

କଷ୍ଟମ ଡିପାର୍ଟମେଣ୍ଟ ପକ୍ଷରୁ ଡ୍ରଗ୍ସର ଏକ ବଡ ପରିମାଣର ଡ୍ରଗ୍ସ ଜବତ କରାଯାଇଛି । ବିଭାଗ ହେରୋଇନର ୮୬ଟି କ୍ୟାପ୍ସୁଲକୁ ଜବତ କରିଛି । ଏହି କ୍ୟାପ୍ସୁଲ ଗୁଡିକର ଓଜନ ପାଖାପାଖି ଗୋଟେ କେଜି ୨୬୬ ଗ୍ରାମ ହେବ ବୋଲି ଜଣାଯାଇଛି । ଖବରରୁ ଜଣାଯାଇଛିକି ବିପୁଳ ପରିମାଣର ହେରୋଇନକୁ ତାଞ୍ଜାନିଆରୁ ଭାରତକୁ ଅଣାଯାଉଥିଲା । କଷ୍ଟମ ଇଣ୍ଟେଲିଜେନ୍ସର ତଦାରଖରେ ଚେନ୍ନାଇ ବିମାନବନ୍ଦରରେ ଏହି ଜବତ ଘଟଣା ଘଟିଥିବା ଜଣାଯାଇଛି । କଷ୍ଟମ ଅଧିକାରୀଙ୍କ କହିବା ଅନୁଯାୟୀ ଏହି ସମସ୍ତ କ୍ୟାପ୍ସୁଲକୁ ଯାତ୍ରୀ ନିଜେ ଢ଼ୋକିକି ନିଜ ପେଟ ଭିତରେ ରଖିଥିଲେ । ଯାହା ପରବର୍ତ୍ତୀ ସମୟରେ ଡାକ୍ତର ମାନଙ୍କ ସାହାଯ୍ୟରେ ବାହାର କରାଯାଇଥିଲା । ତାଞ୍ଜାନିଆର ତସ୍କର ମାନଙ୍କୁ ଗିରଫ କରାଯାଇଛି ।

ଅବଶ୍ୟ କୋକେନ ତଥା ହେରୋଇନ ନେବା ଆଣିବା କରିବାର ଏହା ଏକ ପୁରୁଣା ତରିକା । ପୂର୍ବରୁ ପ୍ଲାଷ୍ଟିକ କିମ୍ବା ରବରର ଛୋଟ ଛୋଟ ଥଳିରେ କିମ୍ବା କଣ୍ଡୋମରେ ଧଳା ପାଉଡର ଭର୍ତ୍ତିକରି ତାହାକୁ କ୍ୟାପ୍ସୁଲ ଭାବରେ ପ୍ରସ୍ତୁତ କରାଯାଉଥିଲା । ସେହି କ୍ୟାପ୍ସୁଲ ସବୁକୁ ଗୋଟେ ଗୋଟେ କରି ହାଲୁକା ଭାବରେ ଢ଼ୋକି ଦେଉଥିଲେ । ସେଗୁଡିକ ଯାଇ ପେଟ ଭିତରେ ଷ୍ଟୋର ହୋଇଯାଉଥିଲା । ନିଜ ନିଜ ଗନ୍ତବ୍ୟ ସ୍ଥଳରେ ପହଂଚିବା ପରେ ମଳଦ୍ୱାର ବାଟରେ କୋକେନକୁ ବାହାର କରିଦେଉଥିଲେ ।

କହିରଖିବା ଉଚିତ ହେବକି ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଟିମ ଜଣେ ମଡେଲ ଓ ତାଙ୍କ ମହିଳା ସାଙ୍ଗଙ୍କୁ ଗୋଟେ କୋଟିରୁ ଅଧିକ ମୂଲ୍ୟର ଡ୍ରଗ୍ସ ସହିତ ଗିରଫ କରିଥିଲା । ଦୁହେଁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଆଖପାଖ ଅଞ୍ଚଳରେ ଡ୍ରଗ୍ସ ସପ୍ଲାଏ କରୁଥିଲେ ।

KNews Bureau

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

7 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

13 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

27 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago