ଦେଶ ବିଦେଶ

କରୋନା ଆତଙ୍କ : ଦୋକାନରେ ଅଭାବ ପଡିଲା ମାସ୍କ ଏବଂ ସାନିଟାଇଜର

ଦେଶରେ କରୋନା ଭାଇରସ ବ୍ୟାପିବା ମଧ୍ୟରେ ଦେଶର ରାଜଧାନୀ ଏବଂ ଆଖପାଖ ସହରର ଔଷଧ ଦୋକାନରେ ହ୍ୟାଣ୍ଡ ସାନିଟାଇଜର ଏବଂ ଫେସ୍‌ ମାସ୍କ କିଣିବା ପାଇଁ ଗହଳି ଦେଖିବାକୁ ମିଳିଛି। ଅନେକ ଅଞ୍ଚଳରେ ମଧ୍ୟ ଔଷଧ ଦୋକାନ ଏବଂ ସାନିଟାଇଜର ଏବଂ ମାସ୍କର ଭଣ୍ଡାର ଶେଷ ହୋଇସାରିଛି। ଏଥିସହ ଅନେକ ଦୋକାନରେ ଗତ କିଛି ଦିନ ହେବ ଏହିସବୁ ଜିନିଷର ଅପ୍ରତ୍ୟାଶିତ ବୃଦ୍ଧି କାରଣରୁ ଉତ୍ପାଦକ ଦୋକାନ ମଧ୍ୟ ଯେଯାଗାଇ ପାରୁନାହିଁ।

ଯେଉଁ ଦୋକାନରେ ମାସ୍କ ଉପଲବ୍ଧ ରହିଛି ତାହା ଦୁଇଗୁଣ ଦାମ୍‌ରେ ବିକ୍ରି କରାଯାଉଛି। ଜଣେ ବିକ୍ରେତାଙ୍କ କହିବାନୁଯାୟୀ, ‘‘ଗତ ଦୁଇ ମାସରେ ହ୍ୟାଣ୍ଡ ସାନିଟାଇଜର ଏବଂ ମାସ୍କର ଦାମ୍‌ ସାମାନ୍ୟ ରହିଥିଲା କିନ୍ତୁ ଦିଲ୍ଲୀରେ କରୋନା ଭାଇରସର ମାମଲା ସାମ୍ନାକୁ ଆସିବା ପରେ ଏହି ବସ୍ତୁର ଦାମ୍‌ ଅପ୍ରତ୍ୟାଶିତ ବୃଦ୍ଧି ହୋଇଛି।

KNews Bureau

Recent Posts

ଜାଣନ୍ତୁ କେତେ ରହିଛି ଆଜି ସୁନା ଦର

କେନ୍ୟୁଜ (ବ୍ୟୁରୋ) : ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ୍ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା…

2 mins ago

ବିଦ୍ୟୁତ ଆଘାତରେ ଦନ୍ତା ମୃତ, ଖାଦ୍ୟ ଅନ୍ବେଷଣରେ ଗାଁକୁ ପଶି ଆସିଥିଲା

ସମ୍ବଲପୁର : ବିଦ୍ୟୁତ ଆଘାତରେ ଦନ୍ତା ମୃତ। ସମ୍ବଲପୁର ସଦର ରେଞ୍ଜ ଫରେଷ୍ଟ ଡିଭଜନ ଯୁଯୁମୁରା ରେଞ୍ଜ ବସିଆପଡା ଗାଁରେ…

35 mins ago

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ, ଦୁଇ ଗୁରୁତର

ନୂଆପଡ଼ା(କେନ୍ୟୁଜ): ଭୟଙ୍କର ସଡ଼କ ଦୁର୍ଘଟଣାରେ ଗଲା ୪ ଜୀବନ । ଦୁଇ ଜଣ ଗୁରୁତର ହୋଇ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି…

1 hour ago

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

9 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

13 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

13 hours ago