hand sanitizer

ସାବଧାନ ! ଏପରି ବ୍ୟବହାର କରୁଛନ୍ତି କି ସାନିଟାଇଜର, ଭୋଗିପାରନ୍ତି ଏହି ସମସ୍ୟା

କରୋନା ମହାମାରୀ କାରଣରୁ ସାନିଟାଇଜର ଆମ ଜୀବନର ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଗଲାଣି। ସାନିଟାଇଜର ଆପଣଙ୍କୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବ। ଏହା ଭାଇରସ୍ ଏବଂ…

3 years ago

ସହଜ ଉପରେ ଏପରି ଘରେ ବନାନ୍ତୁ ହ୍ୟାଣ୍ଡ ସାନିଟାଇଜର

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମ ହାତର ବହୁତ ଯୋଗଦାନ ରହିଛି। ଯଦି ଆମେ ଆମ ହାତର ଯତ୍ନ ନନେବା ତାହେଲେ ଅନେକ ରୋଗରେ ପୀଡିତ ହୋଇଯିବା। ସେହିଭଳି…

3 years ago

ବଜେଟ୍‌ ପୂର୍ବରୁ ବିଏମ୍‌ସି ଯୁଗ୍ମ କମିଶନର ରମେଶ ପାଓ୍ଵାର ଭୁଲ୍‌ରେ ପିଇଦେଲେ ହ୍ୟାଣ୍ଡ ସାନିଟାଇଜର, ଭିଡିଓରେ ଦେଖନ୍ତୁ କ’ଣ ହେଲା

ବୃହନ୍‌ମୁମ୍ବାଇ ମହାନଗରପାଳିକା(ବିଏମ୍‌ସି)ର ଡେପୁଟୀ ମ୍ୟୁନିସିପାଲ କମିଶନର ରମେଶ ପାଓ୍ଵାର ବଜେଟ୍‌ ଉପସ୍ଥାପନା ପୂର୍ବରୁ ଭୁଲ୍‌ରେ ପାଣି ବଦଳରେ ହ୍ୟାଣ୍ଡ୍‌ ସାନିଟାଇଜର ପିଇ ଦେଇଥିଲେ। ଏହାର ଏକ ଭିଡିଓ…

3 years ago

ପାର୍ଟିରେ ମଦ ସରିଯିବାରୁ ସାନିଟାଇଜର ପିଇଦେଲେ ଲୋକେ; ୭ ମୃତ, ୨ କୋମାରେ

ପାର୍ଟିରେ ମଦ ସରିଯିବାରୁ ସାନିଟାଇଜର ପିଇଲେ ଲୋକେ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଏଭଳି ଅଦ୍ଭୁତ ଘଟଣା ଘଟିଛି ଋଷରେ। ଋଷର ଏକ ଗାଁ…

4 years ago

ଆପଣ ବ୍ୟବହାର କରୁଥିବା ସାନିଟାଇଜର କଣ ସତରେ ଅସଲି, ଜାଣିବା ବହୁତ ସହଜ

କରୋନା ମହାମାରୀ କାରଣରୁ ହ୍ୟାଣ୍ଡ ସାନିଟାଇଜର୍ସ ଆମ ଜୀବନର ଏକ ବହୁତ ବଡ ଅଂଶ ହୋଇଯାଇଛି। ସାନିଟାଇଜରକୁ ଆମେ କରୋନା ଭାଇରସ ସହ ଲଢ଼ିବା ପାଇଁ ଶତୃ…

4 years ago

କରୋନାରୁ ରକ୍ଷା କରୁଥିବା ହ୍ୟାଣ୍ଡ ସାନିଟାଇଜର ମହିଳାଙ୍କ ପାଇଁ ସାଜିଲା କାଳ, ମହମବତି ନିଆଁ କବଳରେ ଆସିଗଲା ପୂରା ଶରୀର

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କୋଭିଡ-୧୯ ମହାମାରୀରୁ ବଞ୍ଚାଉଥିବା ସାନିଟାଇଜର କାହାର ବି ଜୀବନ ପ୍ରତି ବିପଦ ହୋଇପାରେ। କାରଣ, ଏମିତି ହିଁ ଏକ ଘଟଣା…

4 years ago

ଲୁଙ୍ଗି ଭିତରେ ସାନିଟାଇଜର ପୁରାଇ ଚୋରାଇ ନେଉଥିଲେ ବ୍ୟକ୍ତି, କ୍ୟାମେରା ସବୁ ଦେଖୁଛି ଜାଣିକି କଲେ ଏପରି

ବର୍ତ୍ତମାନର କରୋନା କାଳରେ ହ୍ୟାଣ୍ଡ ସାନିଟାଇଜରର ବହୁତ ଡିମାଣ୍ଡ ରହିଛି। କେହି ନା କେହି ଏଥିରେ ହାତ ମଳୁଛନ୍ତି। ଏବେ ତ ଲୋକମାନେ ପରିବା ବାଲା ଠାରୁ…

4 years ago

ହ୍ୟାଣ୍ଡ ସାନିଟାଇଜରକୁ ନେଇ ପୁଣି ଚେତାବନୀ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, କହିଲେ- ସାନିଟାଇଜର ବଦଳରେ କରନ୍ତୁ ଏହି କାମ

କରୋନା ସଂକ୍ରମଣରୁ ମୁକ୍ତି ପାଇଁ ହ୍ୟାଣ୍ଡ ସାନିଟାଇଜର ସବୁଠୁ ଉତ୍ତମ। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଆମେରିକାର ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ…

4 years ago

ହ୍ୟାଣ୍ଡ ସାନିଟାଇଜରର ଅଧିକ ବ୍ୟବହାର ନେଇପାରେ ଜୀବନ, ଚେତାଇଲେ ଭାରତ ସରକାର

ହ୍ୟାଣ୍ଡ ସାନିଟାଇଜରକୁ ନେଇ ଚେତାବନୀ ଜାରି କରାଯାଇଛି। ଭାରତରେ କରୋନା ଭାଇରସ୍‌ ସଂକ୍ରମଣ ମାମଲା ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି। ଲୋକଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ…

4 years ago

ଅତ୍ୟାବଶ୍ୟକୀୟ ସାମଗ୍ରୀ ତାଲିକାରୁ ହଟିଲା ମାସ୍କ ଓ ସାନିଟାଇଜର, ବଢ଼ିବ କଳାବଜାରୀ

ଭାରତରେ ଦିନକୁ ଦିନ କରୋନା ଭାଇରସ୍‌ର ମାମଲା ବଢ଼ିବାରେ ଲାଗିଛି। ସଂକ୍ରମଣ ବଢ଼ୁଥିବାରୁ ସରକାର ମାସ୍କ ଓ ସାନିଟାଇଜରକୁ ଅତ୍ୟାବଶ୍ୟକୀୟ ବସ୍ତୁ ଅଧିନିୟମରେ ସାମିଲ କରିଥିଲେ। ମାତ୍ର…

4 years ago

ହ୍ୟାଣ୍ଡ ଓ୍ଵାଶ୍‌ ଓ ସାନିଟାଇଜର ଯୋଗୁ ହାତ ଖରାପ ହେଉଥିଲେ ଆପଣାନ୍ତୁ ଏସବୁ ଘରୋଇ ଉପାୟ

କରୋନା ଭାଇରସ୍‌ ପ୍ରଭାବରୁ ନିଜକୁ ରକ୍ଷା କରିବା ପାଇଁ ବାରମ୍ବାର ହାତ ଧୋଇବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। ହ୍ୟାଣ୍ଡ ଓ୍ଵାଶ୍‌ କିମ୍ବା ସାନିଟାଇଜର ବ୍ୟବହାର କରିବା ଉପରେ…

4 years ago

ବିପତ୍ତି ସମୟରେ ଫାଇଦା ଲୁଟିବାକୁ  ଉଦ୍ୟମ ଚଳାଇଛନ୍ତି  ନକଲି ସାନିଟାଇଜର କମ୍ପାନୀ, ଡ୍ରଗ୍ସ କଣ୍ଟ୍ରୋଲ ବୋର୍ଡ  ସିଜ କଲା କମ୍ପାନୀ

କେନ୍ୟୁଜ୍(ବ୍ୟୁରୋ): କରୋନା ଆତଙ୍କ ଚାଲିଥିବା ସମୟରେ ସକ୍ରୀୟ ହୋଇଯାଇଛନ୍ତି କିଛି ଅସାଧୁ ବ୍ୟବସାୟୀ। କରୋନା ଭଳି  ଏହି ଘଡିସନ୍ଧି ମୂହୁର୍ତ୍ତରେ ଲୋକଙ୍କଠାରୁ କିଭଳି ମୋଟା ଅଙ୍କର ଅର୍ଥ…

4 years ago