ଦେଶ ବିଦେଶ

ବୋରେଓ୍ଵଲ୍‌ ଗାତରେ ୫୦ରୁ ଅଧିକ ଘଣ୍ଟା ଧରି ଜୀବନ ପାଇଁ ସଂଘର୍ଷ କରୁଛି କୁନି ବାଳକ, ରେସ୍କ୍ୟୁରେ ସାମିଲ ହୋଇଛି ରେସ୍କ୍ୟୁ ରୋବୋଟ୍‌

ଛତିଶଗଡ଼:  ବୋରେଓ୍ଵଲ୍‌ ଗାତରେ ବାଳକ । ୫୦ରୁ ଅଧିକ ଘଣ୍ଟା ଧରି ଜୀବନ ପାଇଁ ସଂଘର୍ଷ କରୁଛି। ତାକୁ ଉଦ୍ଧାର କରିବାକୁ ଚାଲିଛି ରେସ୍କ୍ୟୁ ଅପରେସନ୍‌। ଅପରେସନ୍‌ରେ ସାମିଲ ହୋଇଛି ରେସ୍କ୍ୟୁ ରୋବୋଟ୍‌ । ବୋରେଓ୍ଵଲ୍‌ରୁ ବାଳକକୁ ଉଦ୍ଧାର କରିବାକୁ ଗୁଜରାଟରୁ ଆସିଛି ରେସ୍କ୍ୟୁ ରୋବୋଟ୍‌ । ଅପରେସନ୍‌ ଆରମ୍ଭ ହେବାର ୩୯ ଘଣ୍ଟା ପରେ ରୋବୋଟିକ୍‌ ଟିମ୍‌ ସାମିଲ ହୋଇଛି। ଜେସିବିରେ ବୋରେଓ୍ଵଲ ଚାରିପଟେ ଗାତ ଖୋଳାଯାଉଛି। ଛତିଶଗଡ଼ ଚମ୍ପା ଜିଲ୍ଲାର ପିହରିଡ୍‌ ଗାଁରେ ଅଘଟଣ ଘଟିଛି ।

Picture Credit: Times Of India

ରାହୁଲ ସାହୁ ନାମକ ୧୦ ବର୍ଷର ବାଳକ ୫୦ଫୁଟର ଏକ ବୋରେଓ୍ଵଲ ଭିତରେ ଖସି ପଡ଼ିଥିଲା। ଘର ପଛପଟେ ଖେଳୁଥିବା ବେଳେ ଅସାବଧାନତାରୁ ବୋରୱେଲରେ ଖସି ପଡ଼ିଛି। ତାକୁ ସୁରକ୍ଷିତ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏହା ଉପରେ ସ୍ୱତନ୍ତ୍ର ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ବୋରୱେଲ ଭିତରକୁ ଖାଦ୍ୟ ଓ ପାନୀୟ ପଠାଯାଇ ରାହୁଲକୁ ଦିଆଯାଇଛି।

 

KNews Bureau

Recent Posts

କଟକରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

22 seconds ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

26 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

35 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago