ଦେଶ ବିଦେଶ

Bloomberg ଧନୀ ତାଲିକା: ପୁଣି ଜୁକରବର୍ଗଙ୍କୁ ପଛରେ ପକାଇଲେ ମୁକେଶ ଅମ୍ବାନୀ, ୨ଟି ସ୍ଥାନ ଖସିଲେ ଗୌତମ ଅଦାନୀ

ଦୁନିଆର ଟପ୍‌ ଅରବପତି (ବିଲିୟନେୟର୍ସ) ତାଲିକାରେ ଏକ ବୃହତ୍‌ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏଠାରେ ଆଉ ଜଣେ ଭାରତୀୟ ଉଦ୍ଦ୍ୟୋଗପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ବୃଦ୍ଧି ପାଇଛି। ସେ ଫେସ୍‌ବୁକର ମାର୍କ ଜୁକରବର୍ଗଙ୍କୁ ପଛରେ ପକାଇ ଦେଇଛନ୍ତି।

ବିଗତ ଦିନରେ ହଠାତ୍‌ ସମ୍ପତ୍ତିରେ ବୃଦ୍ଧି ହେତୁ ଜୁକରବର୍ଗ ଧନୀ ତାଲିକାରେ ଦ୍ୱାଦଶ ସ୍ଥାନରେ ପହଞ୍ଚିଥିଲେ। ସେପଟେ ଅଦାନୀ ଗ୍ରୁପ୍‌ର ଚେୟାରମ୍ୟାନ୍‌ ଗୌତମ ଅଦାନୀଙ୍କୁ ପୁଣିଥରେ ବଡ଼ ଝଟ୍‌କା ଲାଗିଛି। ସେ ତାଲିକାରେ ୨ଟି ସ୍ଥାନ ତଳକୁ ଖସି ଆସିଛନ୍ତି।

Bloomberg Billionaires Index ମୁତାବକ, ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ଗତ ୨୪ ଘଣ୍ଟାରେ ୧.୪ ବିଲିୟନ ଡଲାର ବା ୧୧,୪୮୮ କୋଟି ଟଙ୍କାର ବୃଦ୍ଧି ଘଟିଛି। ଏହି ବୃଦ୍ଧି ସହିତ ଅମ୍ବାନୀଙ୍କର ମୋଟ ନେଟ୍‌ଓ୍ଵର୍ଥ ବୃଦ୍ଧି ପାଇ ୮୫.୮ ବିଲିୟନ ଡଲାରରେ ପହଞ୍ଚିଛି।

ଏହି ସମ୍ପତ୍ତି ସହିତ ମୁକେଶ ଅମ୍ବାନୀ ଏବେ ଧନୀ ତାଲିକାରେ ଗୋଟିଏ ସ୍ଥାନ ଉପରେ ଚଢ଼ି ଦ୍ୱାଦଶ ନମ୍ବରରେ ପହଞ୍ଚିଛନ୍ତି। ନେଟ୍‌ଓ୍ଵର୍ଥ ବୃଦ୍ଧି ହେତୁ ଅମ୍ବାନୀ ଏବେ ଫେସ୍‌ବୁକ (ମେଟା)ର ସିଇଓ ମାର୍କ ଜୁକରବର୍ଗଙ୍କଠୁ ଆଗରେ ଅଛନ୍ତି। ଯଦିଓ ଦୁଇ ଅରବପତିଙ୍କ ସମ୍ପତ୍ତିରେ ବହୁତ ମାମୁଲି ଅନ୍ତର ରହିଛି।

Roshni

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

27 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

38 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

51 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

54 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago