ସାମ୍ନାକୁ ଆସିଲା ଆକାଶ ଅମ୍ବାନୀଙ୍କ ବିବାହ କାର୍ଡ, ଭିଡିଓ ଦେଖି ଅନୁମାନ କରନ୍ତୁ କେତେ ଖର୍ଚ୍ଚ ହେବ ବିବାହରେ

ଆକାଶ ଅମ୍ବାନୀଙ୍କ ବିବାହ କାର୍ଡ ଆସିବ ଆଉ ଚର୍ଚ୍ଚା ହେବନି । ଆଜ୍ଞା ହଁ । ସାମ୍ନାକୁ ଆସିଲା ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ୍ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କ ବିବାହ କାର୍ଡ । ଆଉ ଏହି ରାଜକୀୟ କାର୍ଡ ଏବେ ପାଲଟିଯାଇଛି ବଡ଼ ଖବର । ଏହି କାର୍ଡର ଏକ ଭିଡିଓ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ କାର୍ଡର ଗୋଟି ଗୋଟି କରି ଦେଖାଯାଇଛି । ଲାଲ୍ ରଙ୍ଗର ଏହି କାର୍ଡଟି ଖୁବ୍ ସୁନ୍ଦର ହୋଇଥିବା ବେଳେ ଏହାର ଭିତରେ ମଧ୍ୟ ସମସ୍ତ ରଙ୍ଗର ବ୍ୟବହାର କରାଯାଇଛି ।

କାର୍ଡଟିର ଅଧିକାଂଶ ପୃଷ୍ଠାରେ ରାଧା କୃଷ୍ଣ ଏବଂ ଭଗବାନ୍ ଗଣେଷଙ୍କର ଫଟୋ ଲାଗିଛି । କାର୍ଡକୁ ଖୋଲିବା ମାତ୍ରେ ଭଗବାନଙ୍କ ଆରାଧନାର ସଙ୍ଗୀତ ବାଜିବା ସହ ଲାଇଟ୍ ଜଳିଉଠୁଛି । ଏହା ବ୍ୟତୀତ ନୀତା ଏବଂ ମୁକେଶଙ୍କ ଦ୍ବାରା ଲେଖାଯାଇଥିବା ଏକ ଚିଠି ଅଛି । ତେବେ କାର୍ଡରୁ ଜଣା ପଡିଛି ଆକାଶ ଏବଂ ଶ୍ଲୋକାଙ୍କ ଉତ୍ସବ ତିନି ଦିନ ଯାଏ ଚାଲିବ । ମାର୍ଚ୍ଚ ୯ ରେ ବିବାହ ଏବଂ ୧୧ ରେ ରିସେପ୍ସନ ହେବ ।

ଦେଖନ୍ତୁ କାର୍ଡର ଏହି ଭିଡିଓ :

KNews Bureau

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

3 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

11 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

17 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

25 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

28 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

35 mins ago