ଦେଶ ବିଦେଶ

ଚାରି ଜଣ ଯୁବକଙ୍କ ଏହି ଡ୍ୟାନ୍ସ ଦେଖିଲେ ଆପଣଙ୍କ ମୁଣ୍ଡ ବୁଲାଇଦେବ, ଆପଣ କହିବେ କଣ ସତରେ?

ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ଷ୍ଟ୍ରୀଟ ଡ୍ୟାନ୍ସର୩ର ଗୀତ Muqablaରେ ପ୍ରଭୁ ଦେବା ଡ୍ୟାନ୍ସ କରିଥିବା ଦେଖିଥିଲେ। କିନ୍ତୁ ଏବେ ଏହି ଗୀତରେ ଧମାକେଦାର ଡ୍ୟାନ୍ସ କରୁଥଚିବା ନଜର ଆସୁଛନ୍ତି ଚାରି ଜଣ ଯୁବକ। ଏହି ଯୁବକଙ୍କ ଡ୍ୟାନ୍ସ ଦେଖି ଆପଣଙ୍କ ମୁଣ୍ଡ ବୁଲାଇଦେବ। ଆପଣ ବାରମ୍ବାର ନଦେଖି ରହିପାରିବେନାହିଁ। ଏହି ଭିଡିଓକୁ ଟ୍ଵିଟରରେ ସେୟାର କରାଯାଇଛଚି। ଏହି ଡ୍ୟାନ୍ସ ଭିଡିଓର ଲାଷ୍ଟ ଷ୍ଟେପ ଦେଖିବାକୁ ଆପର ଏହାକୁ ବାରମ୍ବାର ନିଶ୍ଚୟ ଦେଖିବେ।

ଚାରି ଜଣ ଯୁବକଙ୍କର ଏହି ଧମାକେଦାର ଡ୍ୟାନ୍ସ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଶେଷ ଷ୍ଟପରେ ଜଣେ ଯୁବକ ନିଜ ମୁଣ୍ଡକୁ ପୂରାପୁରି ପଛକୁ କରିଦେଉଛି ଯାହା କରିବା ପାଇଁ ବହୁତ ଜଟିଳ ହୋଇଥାଏ। କିନ୍ତୁ ଏହି ଯୁବକ ଏମିତି କରିବାରେ ପୂରାପୁରି ଭାବେ ସକ୍ଷମ ହୋଇଛି। ଏହି ଚାରି ଜଣ ଯୁବକ ଯେଉଁ ଡ୍ୟାନ୍ସ କରୁଛନ୍ତି ତାହାକୁ କରିବା ବହୁତ ମୁସକିଲ।

video courtesy : Prabhasini (@cinnabar_dust)

ଏହି ଭିଡିଓ ଟ୍ଵିଟରରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓକୁ ଦେଖି ଲୋକମାନେ ଖୁବ୍‌ ପସନ୍ଦ କରୁଛନ୍ତି। ୧୭ ହଜାରରୁ ଅଧିକ ଲୋକଦେଖିସାରିଲେଣି। ଏହାଦେଖି ବଲିଉଡ କଳାକାର ମଧ୍ୟ ଖୁବ୍‌ ଆକର୍ଷିତ ହେଉଛନ୍ତି।

Pritiparna

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

11 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

19 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

36 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago