ଚାରି ଜଣ ଯୁବକଙ୍କ ଏହି ଡ୍ୟାନ୍ସ ଦେଖିଲେ ଆପଣଙ୍କ ମୁଣ୍ଡ ବୁଲାଇଦେବ, ଆପଣ କହିବେ କଣ ସତରେ?
![dance](https://knewsodisha.com/wp-content/uploads/2020/02/dance.jpg)
ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି। ଷ୍ଟ୍ରୀଟ ଡ୍ୟାନ୍ସର୩ର ଗୀତ Muqablaରେ ପ୍ରଭୁ ଦେବା ଡ୍ୟାନ୍ସ କରିଥିବା ଦେଖିଥିଲେ। କିନ୍ତୁ ଏବେ ଏହି ଗୀତରେ ଧମାକେଦାର ଡ୍ୟାନ୍ସ କରୁଥଚିବା ନଜର ଆସୁଛନ୍ତି ଚାରି ଜଣ ଯୁବକ। ଏହି ଯୁବକଙ୍କ ଡ୍ୟାନ୍ସ ଦେଖି ଆପଣଙ୍କ ମୁଣ୍ଡ ବୁଲାଇଦେବ। ଆପଣ ବାରମ୍ବାର ନଦେଖି ରହିପାରିବେନାହିଁ। ଏହି ଭିଡିଓକୁ ଟ୍ଵିଟରରେ ସେୟାର କରାଯାଇଛଚି। ଏହି ଡ୍ୟାନ୍ସ ଭିଡିଓର ଲାଷ୍ଟ ଷ୍ଟେପ ଦେଖିବାକୁ ଆପର ଏହାକୁ ବାରମ୍ବାର ନିଶ୍ଚୟ ଦେଖିବେ।
ଚାରି ଜଣ ଯୁବକଙ୍କର ଏହି ଧମାକେଦାର ଡ୍ୟାନ୍ସ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଶେଷ ଷ୍ଟପରେ ଜଣେ ଯୁବକ ନିଜ ମୁଣ୍ଡକୁ ପୂରାପୁରି ପଛକୁ କରିଦେଉଛି ଯାହା କରିବା ପାଇଁ ବହୁତ ଜଟିଳ ହୋଇଥାଏ। କିନ୍ତୁ ଏହି ଯୁବକ ଏମିତି କରିବାରେ ପୂରାପୁରି ଭାବେ ସକ୍ଷମ ହୋଇଛି। ଏହି ଚାରି ଜଣ ଯୁବକ ଯେଉଁ ଡ୍ୟାନ୍ସ କରୁଛନ୍ତି ତାହାକୁ କରିବା ବହୁତ ମୁସକିଲ।
video courtesy : Prabhasini (@cinnabar_dust)
I bet u will watch it again and again after watching the last frame! pic.twitter.com/53jCcUA8pH
— Prabhasini (@cinnabar_dust) February 16, 2020
ଏହି ଭିଡିଓ ଟ୍ଵିଟରରେ ଖୁବ୍ ଭାଇରାଲ ହେଉଛି। ଭିଡିଓକୁ ଦେଖି ଲୋକମାନେ ଖୁବ୍ ପସନ୍ଦ କରୁଛନ୍ତି। ୧୭ ହଜାରରୁ ଅଧିକ ଲୋକଦେଖିସାରିଲେଣି। ଏହାଦେଖି ବଲିଉଡ କଳାକାର ମଧ୍ୟ ଖୁବ୍ ଆକର୍ଷିତ ହେଉଛନ୍ତି।