ନେପାଳ ନିବାସୀ ଏହି ବ୍ୟକ୍ତି ୧୯ ବର୍ଷରୁ ଆସିନାହାନ୍ତି ଭାରତ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବାହାଡ଼ି ଉଦ୍ୟୋଗ ବ୍ୟାପାର ମଣ୍ଡଳ ଅଧ୍ୟକ୍ଷ ନର ବାହାଦୁର ଚାନ୍ଦ ଗତ ୧୯ ବର୍ଷରୁ ଭାତରକୁ ଆସିନାହାନ୍ତି । ସେ ୨୦୦୦ ମସିହାରେ ପ୍ରତିଜ୍ଞା କରିଥିଲେ କି ଝୁଲାଘାଟରେ ମୋଟର ପୋଲ ହେବା ପରେ ନିଜ ଗାଡିରେ ସେ ଭାରତ ଯିବେ। ପିଥୋରାଗଡ ର ଦେବତ ଗାଁରେ ତାଙ୍କ ଶ୍ୱଶୁର ଘର । ସେ କରିଥିବା ପ୍ରତିଜ୍ଞା ଫଳରେ ନିଜର ଶ୍ୱଶୁର ଘରର କୌଣସି କାର୍ଯ୍ୟକ୍ରମରେ ବାହାଦୁର ଭାଗ ନେଇପାରୁନାହାନ୍ତି ।

ଇଷ୍ଟ ଇଣ୍ଡିଆ କମ୍ପାନୀ ଝୁଲାଘାଟରେ ଦେଢ ଶହ ବର୍ଷ ପୂର୍ବେ ଦୁଇ ଦେଶ ଭିତରେ ଯିବା ଆସିବା ପାଇଁ ଏକ ଚଲା ପୋଲ ନିର୍ମାଣ କରିଥିଲେ । ଗତ ୧୯ ବର୍ଷ ହେବ ସୀମାବର୍ତ୍ତୀ ଜନସାଧାରଣ ମାନେ ମୋଟର ପୋଲ ନିର୍ମାଣ ପାଇଁ ଦାବି କରିଆସୁଛନ୍ତି । ମାଓବାଦୀ ଅଦାଲତରେ ନେପାଳର ରାଜଧାନୀ କାଠମାଣ୍ଡୁ ରୁ ନେପାଳ ମିଡିଆ ର ଏକ ଟିମ୍‌ ବାହାଡ଼ି ଆସିଥିଲେ । ଏହି ଟିମ୍‌ ଅଞ୍ଚଳର ବିକାଶ ପାଇଁ ମହାକାଳୀ ନଦୀରେ ମୋଟର ପୋଲ ନିର୍ମାଣ ଅତି ଆବଶ୍ୟକ ବୋଲି ସୂଚନା ଦେଇଥିଲେ।

ବାହାଡ଼ି ଉଦ୍ୟୋଗ ବ୍ୟାପାର ମଣ୍ଡଳ ଅଧ୍ୟକ୍ଷ ନର ବାହାଦୁର କହିଛନ୍ତି କି, ସେବେଠୁ ସେ ନିଷ୍ପତ୍ତି ନେଇଥିଲେ କି, ଯେତେବେଳ ଯାଏ ମୋଟର ପୋଲ ନିର୍ମାଣ ହୋଇନାହିଁ ସେ ଭାରତକୁ ଯିବେନାହିଁ । ସେ ଆଜି ପର୍ଯ୍ୟନ୍ତ ସବୁଠାରେ ମୋଟର ପୋଲ ନିର୍ମାଣ ସମ୍ପର୍କିତ କଥା ଉଠାଇ ଆସୁଛନ୍ତି । କିନ୍ତୁ ତାଙ୍କ କଥାରେ ସରକାର କୌଣସି ସକରାତ୍ମକ ପଦକ୍ଷପ ଉଠାଇ ନାହାନ୍ତି । ବାହାଦୁରଙ୍କ କହିବା କଥା ପୋଲ ନିର୍ମାଣ ପରେ ହିଁ ସୀମାବର୍ତ୍ତୀ ଅଞ୍ଚଳ ଗୁଡିକର ସାମଗ୍ରିକ ବିକାଶ ହୋଇପାରିବ ।

Sonalisa

Recent Posts

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

1 min ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

16 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

51 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

53 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

57 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

1 hour ago