କେନ୍ୟୁଜ୍(ବ୍ୟୁରୋ): ଅଭିନେତା ଅରମାନ କୋହଲିଙ୍କୁ NCBର ୬ ଘଣ୍ଟା ଜେରା। NCB ଜୋନାଲ ଡାଇରେକ୍ଟର ସମୀର ଓ୍ଵାଙ୍ଖଡେଙ୍କ ନେତୃତ୍ୱରେ ଅରମାନଙ୍କ ଜୁହୁ ସ୍ଥିତ ଘରେ ରେଡ୍ କରିଛି ଏନସିବି ଟିମ୍। ରେଡ୍ ସମୟରେ ଘରୁ ଡ୍ରଗସ୍ସ ମିଳିଛି । ଏହାପରେ ଅରମାନଙ୍କୁ ପଚରାଉଚରା କରିଥିଲା ଟିମ୍। ମାତ୍ର ସେ କୌଣସି ଉତ୍ତର ସଠିକ୍ ଭାବେ ଦେଇ ନଥିଲେ। ତେଣୁ ତାଙ୍କୁ ଅଫିସକୁ ନେଇ ୬ ଘଣ୍ଟା ଯାଏ ଜେରା କରିଛନ୍ତି ଏନସିବି ଟିମ୍ ।
ବିଗ ବସ୍-7ର ପ୍ରତିଯୋଗୀ ଥିଲେ ଅରମାନ। ସେହି ସମୟରେ ମଧ୍ୟ ସେ ବିବାଦକୁ ଆସିଥିଲେ। ପୂର୍ବରୁ ବେଆଇନ ମଦ ରଖିବା ଅଭିଯୋଗରେ ମଧ୍ୟ ଅବକାରୀ ବିଭାଗ ତାଙ୍କୁ ଗିରଫ କରିଥିଲା। ଏନସିବିର ସ୍ପେଶାଲ ଅପରେସନ ‘ରୋଲିଂ ଥଣ୍ଡର’ ଅନ୍ତର୍ଗତ ୨ ଦିନରେ ୭ଜଣଙ୍କୁ ଗିରଫ କରାଯାଇଛି। ଗତବର୍ଷ ଡ୍ରଗ୍ସ ଲିଙ୍କ୍ ମାମଲାରେ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ୍, ରକୁଲ ପ୍ରୀତଙ୍କ ପରି ବହୁ ଅଭିନେତ୍ରୀଙ୍କୁ ପଚରା ଉଚରା କରିଥିଲା ଏନସିବି।
କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…
ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…
କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…
ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ । ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ । ଭୁବନେଶ୍ବର ତମାଣ୍ଡୋରେ…
ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…