ଦେଶ ବିଦେଶ

ବିଲେଇ ପାଇଁ ପୁରଷ୍କାର ରାଶି ଘୋଷଣା, ଖୋଜିଦେଲେ ମିଳିବ ୧୫ ହଜାର ଟଙ୍କା

ବିଲେଇର ମିଳୁନି ପତ୍ତା। ଏ ପୁଣି ଏମିତି ସେମିତି ବିଲେଇ ନୁହେଁ, ଏହି ବିଲେଇକୁ ଯିଏ ଖୋଜିଦେବ ମିଳିବ ୧୫ ହଜାର ଟଙ୍କା। ନେପାଳର ପୂର୍ବ ନିର୍ବାଚନ ଆୟୁକ୍ତଙ୍କ ବିଲେଇ ‘ହିଅର’ର ପ୍ରାୟ ମାସେ ହେବ କୌଣସି ସୁରାକ ମିଳୁନାହିଁ। ତେଣୁ ବିଲେଇକୁ ଖୋଜିଦେଲେ ୧୫ ହଜାର ଟଙ୍କା ପୁରଷ୍କାର ରାଶି ମିଳିବ। ଏହି ପୁରଷ୍କାର ରାଶି ପୂର୍ବରୁ ୧୧ ହଜାର ଟଙ୍କା ଥିଲା।

ବିଲେଇ ଗତ ୧୧ ନଭେମ୍ବର ଗୋରଖପୁର ଜଙ୍କସନରୁ କେଉଁଆଡେ ଚାଲି ଯାଇଥିଲା। ପ୍ରାୟ ଗୋଟେ ମାସ ହେବାକୁ ବସିଲାଣି କିନ୍ତୁ ଏବେବି ବିଲେଇ ‘ହିଅର’ର କୌଣସି ସନ୍ଧାନ ମିଳୁନାହିଁ। ଏହି ବିଲେଇଟିକୁ ଖୋଜିବାରେ ଜିଆରପି, ଆରପିଏଫ ଏବଂ ବନ ବିଭାଗ ଠାରୁ ନେଇ ପ୍ରଶାସନ ଟିମ୍‌ ମଧ୍ୟ ଲାଗିଛନ୍ତି ଉଦ୍ଧାର କାର୍ଯ୍ୟରେ। କିନ୍ତୁ କୌଣସି ସୁଫଳ ମିଳୁନାହିଁ। ଏହିସବୁ ଭିତରେ ପୁର୍ବ ନିର୍ବାଚନ ଆୟୁକ୍ତ ପୁରଷ୍କାର ରାଶି ୧୧ ହଜାର ଟଙ୍କାରୁ ବଢ଼ାଇ ୧୫ ହଜାର ଟଙ୍କା କରିଦେଇଛନ୍ତି।

ଏହି ବିଲେଇକୁ ଖୋଜିବାରେ କୌଣସି ବି ଚେଷ୍ଟା ବାକି ରହିଯାଇନି। ଗୋରଖପୁର ସହରର ସମସ୍ତ ପ୍ରମୁଖ ଖବର କାଗଜରେ ବିଲେଇର ଫଟୋ ସହିତ ପୁରଷ୍କାର ରାଶିର ବି ସୂଚନା ଦିଆଯାଇଛି। ଖବର ଅନୁଯାୟୀ ନେପାଳର ପୂର୍ବତନ ନିର୍ବାଚନ ଆୟୁକ୍ତ ଇଲା ଶର୍ମାଙ୍କ ବିଲେଇ ୧୧ ନଭେମ୍ବର ରାତିରେ ଗୋରଖପୁର ରେଳଷ୍ଟେସନରୁ କେଉଁଆଡେ ହଜି ଯାଇଥିଲା।

Pritiparna

Recent Posts

ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ସମ୍ବଲପୁର ସହର, ବରଯାତ୍ରୀ ମାତା ପାର୍ବତୀଙ୍କ ପିତ୍ରାଳୟ ଅଭିମୁଖେ ଗମନ କରିବେ

ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ସମ୍ବଲପୁର ସହର  l ଆଜି ମଧ୍ୟ ରାତ୍ରରେ ଦେବ ଦେବ ମହାଦେବଙ୍କ ବରଯାତ୍ରୀ…

5 mins ago

ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ପ୍ରଥମ ନିଷ୍ପତ୍ତି, ଚାଷୀଙ୍କ ପାଇଁ ଜାରି କଲେ ୨୦,୦୦୦ କୋଟି ଟଙ୍କା

ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପିଏମ୍‌ ନରେନ୍ଦ୍ର ମୋଦି ନିଜର ପ୍ରଥମ ନିଷ୍ପତ୍ତି…

20 mins ago

ଟି୨୦ ବିଶ୍ୱକପ ୨୦୨୪ : ପାକିସ୍ତାନ ହାରିବା ପରେ ମଇଦାନରେ କାନ୍ଦି ପକାଇଲେ ନସିମ, ରୋହିତ ଦେଲେ ସାନ୍ତ୍ୱନା

ଟି୨୦ ବିଶ୍ୱକପରେ ବିରାଟ କୋହଲଙ୍କୁ ନିଜ ପ୍ରଥମ ଓଭରରେ ଆଉଟ କରିବା ଦୁନିଆର ସମସ୍ତ ବୋଲରଙ୍କ ପାଇଁ ସ୍ୱପ୍ନ ।…

42 mins ago

କେବଳ ହାଡ଼ ନୁହେଁ, ମାଂସପେଶୀ ପାଇଁ ବି ହୁଏ ବ୍ୟାକ୍‌ ପେନ୍‌; ଜାଣନ୍ତୁ ଘରୋଇ ଚିକିତ୍ସା

ଆଜି କାଲି ଅଣ୍ଟା ପୀଡ଼ା ବା ବ୍ୟାକ୍‌ ପେନ୍‌ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । କେବଳ…

43 mins ago

ଆସନ୍ତାକାଲି ଘୋଷଣା ହେବ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ, ଆଜି ଆସୁଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ

ଆସନ୍ତାକାଲି କଳ୍ପନାଜଳ୍ପନାର ଅନ୍ତ ଘଟିବ। ଘୋଷଣା ହେବ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ। ବିଜେପି ବିଧାୟକ ଦଳ ବୈଠକରେ ନାଁ…

57 mins ago

ଉତ୍ତର ପ୍ରଦେଶ: କାର୍‌ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା; ୪ ୟୁଟ୍ୟୁବର୍‌ଙ୍କ ମୃତ୍ୟୁ, ୨ ଆହତ

ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଏକ କାର୍‌ ଓ ବୋଲେରୋ ମଧ୍ୟରେ…

1 hour ago